Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ପ୍ରଧାନମନ୍ତ୍ରୀଙ୍କ ‘ଟିକା’ ସମୀକ୍ଷା, ଭ୍ୟାକସିନ୍ ବିକାଶରେ ଲାଗିଥିବା ୩ କମ୍ପାନୀ ସହ ଆଲୋଚନା
  • ||
  • ଆସନ୍ତାକାଲିଠୁ ପ୍ରସିଦ୍ଧ କୋଣାର୍କ ମହୋତ୍ସବ: କୋଭିଡ଼ କଟକଣା ମଧ୍ୟରେ ପାଳିତ ହେବ ଉତ୍ସବ
  • ||
  • ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା : ଡଙ୍ଗା ଭସା ଉପରେ ରୋକ , କୋଭିଡ କଟକଣା ଯୋଗୁଁ ଉତ୍ସବ ଫିକା
  • ||
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||

ନେଦରଲାଣ୍ଡକୁ ହରାଇ ବେଲଜିୟମ ଚାମ୍ପିୟନ; ଆଜିଥିଲା ପୁରୁଷ ହକି ବିଶ୍ଵକପ ଫାଇନାଲ

16/12/2018 at 8:57 PM

ଭୁବନେଶ୍ଵର ୧୬/୧୨ -ଆଜି ଥିଲା ପୁରୁଷ ହକି ବିଶ୍ଵକପ୍ ଫାଇନାଲ  ।  ନେଦରଲାଣ୍ଡକୁ ହରାଇ ବେଲଜିୟମ ଚାମ୍ପିୟନ । ନେଦରଲାଣ୍ଡକୁ ପେନଲାଇଟ ସୁଟଆଉଟରେ ହରାଇଲା ବେଲଜିୟମ । ବେଲଜିୟମ ୩-୨ ଗୋଲରେ ନେଦରଲାଣ୍ଡକୁ ହରାଇ ହାତେଇଲା ହକି ବିଶ୍ଵକପ୍ ।

ପ୍ରଥମଥର ପାଇଁ  ବେଲଜିୟମ ହକି ବିଶ୍ଵକପ୍ ବିଜୟୀ ।ଖେଳର ନିର୍ଦ୍ଧାରିତ ସମୟ ପର୍ଯ୍ୟନ୍ତ ସମାନ ସ୍ଥିତିରେ ଥିଲେ ଉଭୟ ଦଳ ।ଖେଳର ନିର୍ଦ୍ଧାରିତ ସମୟ ପର୍ଯ୍ୟନ୍ତ ଯାଏଁ ବି ସଂଘର୍ଷପୂର୍ଣ୍ଣ ଥିଲା ମ୍ୟାଚ ।

ନେଦରଲାଣ୍ଡସର ବ୍ଲାକ ପିରମିନ ବେଷ୍ଟ ଗୋଲକିପର ଓ ଭ୍ୟାନ ଡ଼୍ୟାମ ବେଷ୍ଟ ପ୍ଲେୟାର ।

   Related Posts