Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଟିକାକରଣ ଏକ କୋଟି ପାର, ଶୁଭେଚ୍ଛା ଜଣାଇଲା ସ୍ବାସ୍ଥ୍ୟ ବିଭାଗ
  • ||
  • ରାଜ୍ୟରେ ଦିନକରେ ସୁସ୍ଥ ହେଲେ ୪୫୮୭ କରୋନା ଆକ୍ରାନ୍ତ , ଖୋର୍ଦ୍ଧାରୁ ସର୍ବାଧିକ ୬୭୧ ଡିସଚାର୍ଜ
  • ||
  • ଜୁନ ୨୪ରେ ବୈଠକ ଡାକିଲେ କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧି, ଦଳୀୟ କନ୍ଦଳ ନେଇ ହେବ ମାନସମନ୍ଥନ
  • ||
  • ଭଦ୍ରକ : ବ୍ରାଉନସୁଗାର ସେବନକୁ ବିରୋଧ କରିବାରୁ ମାରଣାସ୍ତ୍ର ଧରି ଗୋଡାଇଲେ ଯୁବକ, ୩ ଗିରଫ, ୧୦ ଗ୍ରାମ ବ୍ରାଉନସୁଗାର ଜବତ
  • ||
  • ଭୁବନେଶ୍ବର : କୋଭିଡ୍ ଦ୍ବାରା କ୍ଷତିଗ୍ରସ୍ତ ଅନେକ ଅର୍ଗାନ୍ ରହୁନି ସୁରକ୍ଷିତ – ଡିଏମଇଟି
  • ||
  • ୫୦ ନେତାଙ୍କୁ ପ୍ରିୟଙ୍କା ଗାନ୍ଧୀଙ୍କ ଫୋନ୍ : ‘ଆପଣଙ୍କ ଟିକେଟ୍ କନଫର୍ମ୍, ନିର୍ବାଚନ ପାଇଁ ପ୍ରସ୍ତୁତ ହୁଅ’
  • ||
  • ଇଟ୍ଟାନଗର : ପୁଣି ଥରିଲା ଅରୁଣାଞ୍ଚଳ ପ୍ରଦେଶ, ଇଟ୍ଟାନଗରରେ ଭୂକମ୍ପ ଝଟ୍‌କା
  • ||
  • ଭୁବନେଶ୍ବର : କେନ୍ଦ୍ର ସରକାରଙ୍କ ନୂଆ ଗାଇଡ୍ ଲାଇନ୍ ଅନୁଯାୟୀ ବ୍ୟବହାର ହେବ ଷ୍ଟେରଏଡ୍ – ନିରଞ୍ଜନ ମିଶ୍ର
  • ||
  • ଭୁବନେଶ୍ବର : ଦ୍ବିତୀୟ ଲହର ଅପେକ୍ଷା ତୃତୀୟ ଲହର ପ୍ରଭାବ କମ୍, ତଥାପି ଜୋରଦାର କରିବାକୁ ପଡିବ ଟିକାକରଣ – ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ପାଟଣା : ଘରେ ଶୋଇଥିବା ବେଳେ କାମୁଡିଦେଲା ସାପ, ଚାଲିଗଲା ମହିଳାଙ୍କ ଜୀବନ
  • ||

ଓଏଲଏକ୍ସରେ ହକି ବିଶ୍ବକପ୍ ଉଦ୍‌ଘାଟନୀ ଉତ୍ସବର ଟିକେଟ୍

28/11/2018 at 2:28 PM

ଭୁବନେଶ୍ବର ୨୮|୧୧: ଓଏଲଏକ୍ସରେ ହକି ବିଶ୍ବକପ୍ ଉଦଘାଟନୀ ଉତ୍ସବର ଟିକେଟ୍ । ଆଜି ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ଉଦଘାଟନୀ ଉତ୍ସବର ଟିକେଟ ଓଏଲଏକ୍ସରେ ସେଲ୍ ହେଉଥିବା ଦେଖିବାକୁ ମିଳିଛି । ୫ଶହ ଟଙ୍କିଆ ଟିକେଟକୁ କଳାବଜାରୀ କରାଯାଉଥିବା ଦେଖିବାକୁ ମିଳିଛି । ଗ୍ୟାଲେରୀ ଟିକେଟ୍ ୨୫୦୦ ଓ ୩୫୦୦ ଟଙ୍କା ସେଲ୍ ପ୍ରାଇସ୍ ରଖାଯାଇଛି । ସେହିପରି କ୍ଲବ୍ ହାଉସ୍ ଟିକଟ୍ ପ୍ରାଇସ୍ ୬ ହଜାର ରଖାଯାଇଛି । ଏପରିକି ସଂପୃକ୍ତ ବ୍ୟକ୍ତି ମାନେ ନିଜର କଣ୍ଟାକ୍ଟ ନମ୍ବର ମଧ୍ୟ ଦେଇଛନ୍ତି । ଆଜି ବାରବାଟୀରେ ଏ.ଆର ରେହମାନଙ୍କ ସହ ସୁପରଷ୍ଟାର ସଲମାନ ଖାନ୍‌ଙ୍କ ଜଲୱା ଦେଖାଇବେ । ଯାହା ପାଇଁ ଲୋକଙ୍କ ମଧ୍ୟର ନାହିଁନଥିବା ଉତ୍କଣ୍ଠା ଦେଖାଦେଇଛି । କିନ୍ତୁ ସାଧାରଣ ଲୋକଙ୍କୁ ଟିକେଟଟିଏ ମିଳୁନଥିବା ବେଳେ ଓଏଲଏକ୍ସରେ ଏପରି ଖୋଲାଖୋଲି ଭାବେ ଟିକେଟ୍ ବିକ୍ରି ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

   Related Posts