ହକି ତାରକା ଦୀପଗ୍ରେସ ଏକ୍କାଙ୍କୁ ଅଲିମ୍ପିକ ଟିକେଟ, ୧୬ ଜଣିଆ ଭାରତୀୟ ଦଳରେ ଏକମାତ୍ର ଓଡିଆ ଝିଅ

Published By : Prameya-News7 Bureau | June 17, 2021 IST

ଭୁବନେଶ୍ବର ୧୭/ ୦୬ : ହକି ତାରକା ଦୀପଗ୍ରେସ ଏକ୍କାଙ୍କୁ ଅଲିମ୍ପିକ ଟିକେଟ । ଟୋକିଓ ଅଲିମ୍ପିକ ପାଇଁ ଭାରତୀୟ ଦଳରେ ଏକମାତ୍ର ଓଡିଆ ଭାବେ ସ୍ଥାନ ପାଇଛନ୍ତି ଓଡିଆ ଝିଅ ଦୀପଗ୍ରେସ ଏକ୍କା । ୧୬ ଜଣିଆ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି ଦୀପଗ୍ରେସ । ଏହା ପୂର୍ବରୁ ରିଓ ଅଲିମ୍ପିକରେ ମଧ୍ୟ ଭାରତୀୟ ଦଳରେ ସାମିଲ ଥିଲେ ଦୀପଗ୍ରେସ ଏକ୍କା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.