Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||
  • ନଭେମ୍ବରରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ
  • ||

ରିମାଣ୍ଡରେ ଗଲା ହାଇଟେକ ଲୁଟେରା ସଞ୍ଜୟ ନିଶଙ୍କ

31/07/2018 at 10:26 AM

ରିମାଣ୍ଡରେ ଗଲା ହାଇଟେକ ଲୁଟେରା ସଞ୍ଜୟ ନିଶଙ୍କ | ସଞ୍ଜୟଙ୍କୁ ୪ଦିନ ରିମାଣ୍ଡ ନେଇ ଜେରା କରିବା କମିଶନରେଟ ପୋଲିସ | ସଞ୍ଜୟଙ୍କୁ ୭ ଦିନ ରିମାଣ୍ଡରେ ନେବାକୁ ଭୁବନେଶ୍ୱର SDJM କୋର୍ଟରେ ଆବେଦନ କରିଥିଲା କମିଶନରେଟ ପୋଲିସ | କିନ୍ତୁ କୋର୍ଟ ତାଙ୍କୁ ୪ ଦିନ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି | ଗତ ୨୬ ତାରିଖରେ ସଞ୍ଜୟଙ୍କୁ ଗିରଫ କରିଥିଲା କମିଶନରେଟ ପୋଲିସ | ସଞ୍ଜୟଙ୍କ ଠାରୁ ୮୦ ଲକ୍ଷ ଟଙ୍କାର ସୁନା ଗହଣା ୧ କିଲୋଗ୍ରାମ ରୁପା, ୨୭ଟି ଲାପଟପ,୪ ଟି କ୍ୟାମେରା, ୨ଟି ଏଲଇଡ଼ି ଟିଭି ସହିତ ଆହୁରି କିଛି ସାମଗ୍ରୀ ଜବତ କରିଥିଲା ପୋଲିସ |

   Related Posts