ପିସ୍ତଲରେ ମୁଣ୍ଡକୁ ପିଟିଲେ, ଲୁଟି ନେଲେ ୧୦ ହଜାର ଟଙ୍କା
11/12/2020 at 10:56 PM

ରାଉରକେଲା ୧୧।୧୨: ରାଉରକେଲା–ପିସ୍ତଲ ମୁନରେ ଲୁଟ୍ । ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ପିସ୍ତଲ ଦେଖାଇ ଲୁଟିନେଲେ ୧୦ ହଜାର । ଦୁଇ ଦୁର୍ବୁତ୍ତ ବାଇକରେ ଆସି ପିସ୍ତଲରେ ମୁଣ୍ଡକୁ ମାଡ଼ ମାରି ଲୁଟ କରି ହୋଇଗଲେ ଫେରାର । ଗୁରୁତର ଅବସ୍ଥାରେ ଗୁରୁତର କର୍ମଚାରି ନନ୍ଦ କିଶୋର କେଶରୀ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି । ବିରାମିତ୍ରପୁର ଲାହାକୋଠି ଲାଲଜିରାମ ଦୟାନନ୍ଦ ଫୁଏଲ ସେଣ୍ଟର ଘଟିଛି ଘଟଣା ।
Related Posts
ଗଛ କଟାକୁ ନେଇ ବୃଦ୍ଧଙ୍କୁ ମରଣାନ୍ତକ ଆକ୍ରମଣ, ଥାନାରେ ଏତଲା
19 January 2021