ହୀରାକୁଦ ନଦୀ ବନ୍ଧର ଯାଞ୍ଚ୍ ରିପୋର୍ଟ ବନ୍ଧ ସୁରକ୍ଷା ମୁଖ୍ୟଯନ୍ତ୍ରୀଙ୍କ ହସ୍ତଗତ ହୋଇଛି
29/07/2018 at 11:34 AM

ହୀରାକୁଦ ନଦୀ ବନ୍ଧର ଯାଞ୍ଚ୍ ରିପୋର୍ଟ ବନ୍ଧ ସୁରକ୍ଷା ମୁଖ୍ୟଯନ୍ତ୍ରୀଙ୍କ ହସ୍ତଗତ ହୋଇଛି । କିନ୍ତୁ ରିପୋର୍ଟରେ କଣ ରହିଛି ଡ୍ୟାମ କର୍ତ୍ତୃପକ୍ଷ ସ୍ପଷ୍ଟ କରୁନାହାନ୍ତି । ତେବେ ଆସନ୍ତା ଡିସେମ୍ବରରେ ପୁଣି ହୀରାକୁଦ ନଦୀବନ୍ଧର ଅଣ୍ଡର ୱାଟର ସର୍ଭେ କରାଯିବ । ଦୁଇଟି ପର୍ଯ୍ୟାୟରେ କେନ୍ଦ୍ର ସରକାରଙ୍କ ଜଳସଂପଦ ବିଭାଗର ତିନିଜଣିଆ ବିଶେଷଜ୍ଞ ଟିମ୍ ହୀରାକୁଦରେ ଅଣ୍ଡର ୱାଟର ସର୍ଭେକ୍ଷଣ କରିଥିଲେ
Related Posts
ମହିଳାଙ୍କ ଗଳାକାଟି ହତ୍ୟା, ତା ପରେ ଲୁଟ୍…
23 January 2021