Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ଉପରମୁଣ୍ଡରେ ବର୍ଷା, ବଢୁଛି ହୀରାକୁଦର ଜଳସ୍ତର

24/09/2021 at 7:44 AM

ସମ୍ବଲପୁର, ୨୪|୦୯: ରାଜ୍ୟରେ ବର୍ଷା କମିଛି । କିନ୍ତୁ  ଉପରମୁଣ୍ଡରେ ବର୍ଷା ଯୋଗୁ ହୀରାକୁଦ ଜଳସ୍ତର ବଢ଼ିଛି । ଜଳସ୍ତର ୬୨୯ ଫୁଟ ଟପିଯାଇଛି । ପ୍ରତି ସେକେଣ୍ଡରେ ଜଳଭଣ୍ଡାରକୁ ୧ ଲକ୍ଷ ୪୨ ହଜାର ୯୩୦ କ୍ୟୁସେକ ପାଣି ପ୍ରବେଶ କରୁଛି । ୧୨ଟି ଗେଟ୍‌ ଖୋଲା ଯାଇ ପ୍ରତି ସେକେଣ୍ଡରେ ଜଳଭଣ୍ଡାରରୁ ୨,୨୫,୫୨୧ କ୍ୟୁସେକ ପାଣି ଛଡ଼ାଯାଉଛି ।

ସେହିପରି ଉତ୍ତର ଓଡ଼ିଶା ସହ ଝାଡ଼ଖଣ୍ଡରେ ଅଧିକ ବର୍ଷା ଯୋଗୁ ବାଲେଶ୍ୱରରେ ବନ୍ୟା ସ୍ଥିତି ଉପୁଜିଛି । ଜଳକା ଜଳସ୍ତର ସାମାନ୍ୟ କମିଥିଲେ ବି ବିପଦ ସଙ୍କେତ ଉପରେ ଅଛି । ସନ୍ଧ୍ୟା ୬ଟାବେଳେ ଜଳସ୍ତର ୬.୫୧ ମିଟର ଥିଲା । ବିପଦ ସଙ୍କେତ ସ୍ତର ୫.୫୦ ମିଟର । ଅନେକ ଅଞ୍ଚଳକୁ ଜଳମଗ୍ନ କରିଛି ଜଳକା ।

ବୈତରଣୀ ବିପଦ ସଙ୍କେତ ଡେଇଁଯାଇଛି । ଆଖୁଆପଦାରେ ବିପଦ ସଙ୍କେତ ସ୍ତର ୧୭.୮୩ ମିଟର ଥିବାବେଳେ ଏଠାରେ ଜଳସ୍ତର ୧୮.୦୫ ମିଟର ଥିଲା ସନ୍ଧ୍ୟା ୬ଟାବେଳେ । ସୁବର୍ଣ୍ଣରେଖା ଜଳସ୍ତର ଜାମଶୋଳାଘାଟରେ ବିପଦ ସଙ୍କେତ ଉପରେ ରହିଛି । ରାଜଘାଟରେ ଜଳସ୍ତର ସତର୍କ ସଙ୍କେତ ତଳକୁ ଖସିଛି । ସନ୍ଧ୍ୟାରେ ଜଳସ୍ତର ୮.୯୮ ମିଟର ଥିଲା ।

   Related Posts