ବଢୁଛି ହୀରାକୁଦ ଜଳ ଭଣ୍ଡାରର ଜଳସ୍ତର

Published By : Prameya-News7 Bureau | July 23, 2018 IST

ସକାଳ ୬ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୫ ଫୁଟ ରାହିଛି ।ପ୍ରତି ୩ ଘଣ୍ଟାରେ ଜଳଭଣ୍ଡାରକୁ ପ୍ରବେଶ କରୁଛି ୧୭ ଲକ୍ଷ ୬ ହଜାର ୯୦୯ ଘନଫୁଟ ଜଳ ।ପ୍ରତି ୩ ଘଣ୍ଟାରେ ନିଷ୍କାସିତ ହେଉଛି ୩୭୦ ଘନଫୁଟ ଜଳ ଗତ ୩ ଘଣ୍ଟାରେ ମହାନଦୀ ଉପରମୁଣ୍ଡରେ ୩୦ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ବେଳେ ତଳମୁଣ୍ଡରେ ୧୩୦.୬୧ ମିଲିମିଟର ବର୍ଷା ରେକର୍ଡ ହୋଇଛି।ଆସନ୍ତାକାଲି ସକାଳ ୧୧ଟା ବେଳେ ହୀରାକୁଦ ଜଳଭଣ୍ଡାରରୁ ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ। ଏଥିପାଇଁ ମହାନଦୀ ଉପକୂଳ ୮ ଜିଲ୍ଲାର ଜିଲ୍ଲାପାଳଙ୍କ ସତର୍କ ସୂଚନା ଜାରି କରାଯାଇଥିବା ବେଳେ ମାଇକ ଯୋଗେ ପ୍ରଚାର କରାଯାଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.