ଖୋଲିଲା ହୀରାକୁଦ ଗେଟ
24/07/2018 at 8:57 AM

ଖୋଲିଲା ହୀରାକୁଦ ଗେଟ | ୭ନମ୍ବର ଗେଟ ପ୍ରଥମେ ଖୋଲାଯାଇଛି | ବାକି ଗେଟଗୁଡିକ ପର୍ଯ୍ୟାୟକ୍ରମେ ଖୋଲାଯିବ | ହୀରାକୁଦ ଜଳଭଣ୍ଡାରରୁ ପ୍ରଥମ ବନ୍ୟାଜଳ ନିଷ୍କାସନ ପାଇଁ କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି | ତେବେ ୨୪ ଘଣ୍ଟିଆ ସତର୍କ ସୂଚନା ଜାରି କରାଯାଇଛି | ଗତକାଲି ସନ୍ଧ୍ୟା ୬ଟାରେ ହୀରାକୁଦ ଜଳଭଣ୍ଡାରର ଜଳସ୍ଥର ୬୧୭.୮୭ ଫୁଟରେ ପହଁଚିଥିବା ବେଳେ ଜଳଭଣ୍ଡାରକୁ ୧ଲକ୍ଷ ୪୦ ହଜାର କ୍ୟୁସେକ ଜଳ ପ୍ରବେଶ କରିଛି |
Related Posts
୮ ଜିଲ୍ଲାରେ ଘନ କୁହୁଡି, ସତର୍କ ରହିବାକୁ ପରାମର୍ଶ ଦେଲେ ଏସଆରସି
24 January 2021