Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅନୁଗୋଳରେ କଣ୍ଟେନର-ଟ୍ରକ୍ ମୁହାଁମୁହିଁ ଧକ୍କା, ଟ୍ରକ୍ ଚାଳକ ମୃତ
  • ||
  • ଷ୍ଟାଫ୍‌ନର୍ସ ମୌସୁମୀ ମିଶ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ସହକର୍ମୀ କହିଲେ, ‘ତାଙ୍କୁ ହତ୍ୟା କରାଯାଛି’
  • ||
  • ଦିଲ୍ଲୀରେ ଭାଇ-ଭାଉଜଙ୍କୁ ହାଣି ଫିଙ୍ଗିଦେଲା ସାନ ଭାଇ, ୬୦କି.ମି. ଦୂରରୁ ଉଦ୍ଧାର ହେଲା ମୃତଦେହ
  • ||
  • ଯାଜପୁରରେ କାର୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା, ଯନ୍ତ୍ରୀଙ୍କ ସହ ଚାଲିଗଲା ୨ ଜଣଙ୍କ ଜୀବନ, ୨ ଗୁରୁତର
  • ||
  • ପଶ୍ଚିମବଙ୍ଗ-ବାଂଲାଦେଶକୁ ମୁହାଁଇଲା ଭୀଷଣ ଅବପାତ, ୫ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା
  • ||
  • ମୁମ୍ବାଇ ସିଟି ସେଣ୍ଟର ମଲ୍‌ରେ ଭୟାବହ ଅଗ୍ନିକାଣ୍ଡ, ମଲ୍‌ରେ ଥିଲେ ପ୍ରାୟ ୩୦୦ ଲୋକ
  • ||

ଆଜି ୧୨ ଘଣ୍ଟିଆ ହୀରାକୁଦ ବନ୍ଦ

27/06/2018 at 5:45 AM

ଆଜି ୧୨ ଘଣ୍ଟିଆ ହୀରାକୁଦ ବନ୍ଦ । ଗତକାଲି ଅଳିଆ ଗଦା ଟ୍ରକ ଧକ୍କାରେ ଜଣଙ୍କ ମୃତ୍ୟୁ ପରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଦାବି କରିଥିଲେ ସ୍ଥାନୀୟ ଲେ।କେ । ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଓ ମୃତକଙ୍କ ସ୍ତ୍ରୀକୁ ଚାକିରି ଦେବାକୁ ଦାବି କରି ଗତକାଲି ସ୍ଥାନୀୟ ଲେ।କେ ଆନ୍ଦେ।ଳନ କରିଥିଲେ । ହେଲେ ଆନ୍ଦେ।ଳନକାରୀଙ୍କ ମଧ୍ୟରୁ ୧୫ ଜଣଙ୍କୁ ପେ।ଲିସ ଗିରଫ କରିଥିଲା । ଯାହାର ପ୍ରତିବାଦରେ ଏହି ବନ୍ଦ ଡାକରା ଦିଆଯାଇଛି । ଫଳରେ ହୀରାକୁଦର ବିଭିନ୍ନ ସ୍ଥାନରେ ଦେ।କାନା ବଜାର ବନ୍ଦ ସହ ଗାଡି ଚଳାଚଳ ବନ୍ଦ ରହିଛି । ଦୁର୍ଘଟଣାରେ ହିଣ୍ଡାଲକେ।ର ଠିକା କର୍ମଚାରୀ ଅରୁଣ ଯାଦବଙ୍କ ମୃତ୍ୟୁ ହେ।ଇଥିଲା ।

   Related Posts