ତାଳଚେର୨୮/୮: ହିଙ୍ଗୁଳା କୋଇଲା ଖଣିରୁ ଅଚିହ୍ନା ମୃତଦେହ ଉଦ୍ଧାର। ତାଳଚେର ହିଙ୍ଗୁଳା କୋଇଲା ଖଣିରେ ଜଣେ ବ୍ୟକ୍ତିଙ୍କ ମୃତଦେହ ଭାସୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ବର୍ତ୍ତମାନ ସୁଦ୍ଧା ମୃତ ବ୍ୟକ୍ତିଙ୍କ ପରିଚୟ ମିଳି ନାହିଁ କିନ୍ତୁ ଏହି ମୃତ ବ୍ୟକ୍ତି ଜଣଙ୍କ କୁମୁଣ୍ଡା ଗାଁର ରାଶ କିଶୋର ସାହୁ ବୋଲି ଆଲୋଚନା ହେଉଛି। ପ୍ରକୃତରେ ଏହି ମୃତଦେହଟି କାହାର, କେହି ସଠିକ୍ ଭାବେ ଚିହ୍ନଟ କରି ପାରି ନାହାନ୍ତି। ମୃତଦେହକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ମଧ୍ୟ ଲାଗିଛି।
ନିର୍ବାଚନ ପୂର୍ବରୁ ଝଟ୍କା, ବିଜେଡି ଛାଡିଲେ ରାସେଶ୍ୱ...