Monday, August 19, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଭାଏଗ୍ରାଠାରୁ ବି ଅଧିକ ଶକ୍ତିଶାଳୀ ରୋଷେଇଘରର ଏହି ସାଧାରଣ ଦ୍ରବ୍ୟ, ବାସ କିଛି ଦିନରେ ଦେଖାଯିବା ପ୍ରଭାବ

ବ୍ୟସ୍ତତା ଭରା ଜୀବନ ଶୈଳୀ ଯୋଗୁ ପୁରୁଷଙ୍କ ଠାରେ ଏବେ ନପୁଂଶକତା ସମସ୍ୟା ବଢି ବଢି ଚାଲିଛି। ହେଲେ ବ୍ୟକ୍ତିଗତ ସମସ୍ୟା ଯୋଗୁ ଅନେକ ପ୍ରକାଶ କରି ପାରୁନଥିବାରୁ ନାନା ପାରିବାରିକ ସମସ୍ୟା ଉପୁଜୁଛି। କେଉଁଠି ବିବାହ ବିଛେଦ ହେଲାଣି ତ କେଉଁଠି ପାରିବାରିକ ଅଶାନ୍ତି ଲାଗି ରହୁଛି ।  ସମସ୍ୟାରୁ ମୁକ୍ତି ପାଇଁ  ଲୋକ ଚିକିତ୍ସା ନାମରେ ଠକାମୀର ଶିକାର ହେଉଛନ୍ତି। ତେବେ ଆମ ରୋଷେଇ ଘରେ ଏମିତି ସାମଗ୍ରୀ ଅଛି ଯାହା ଭାଏଗ୍ରାଠାରୁ ମଧ୍ୟ ଅଧିକ ପ୍ରଭାବି ଓ ଶକ୍ତିଶାଳୀ। ଏହାର ସାମାନ୍ୟ ଉପଯୋଗ ଏଭଳି ସମସ୍ୟାରୁ ଆମକୁ ଦେଇପାରିବ ମୁକ୍ତି। ଆସନ୍ତୁ ଜାଣିବା ଏହି ମହାର୍ଘ୍ୟ ପଦାର୍ଥ ସମ୍ପର୍କରେ।

ଆମ ରୋଷେଇରେ ପ୍ରାୟତଃ ଉପଯୋଗ ହେଉଥିବା ହେଙ୍ଗୁ ହିଁ ହେଉଛି ଭାଏଗ୍ରାର ବାପା। ବାସ ଏହାର ଉପଯୋଗ ବିଧି ଥରଟିଏ ଜାଣିଗଲେ ନିଜ ସହିତ ଏଭଳି ସମସ୍ୟା ଭୋଗୁଥିବା ଅନ୍ୟ ଲୋକଙ୍କର ମଧ୍ୟ ଉପକାର କରିପାରିବେ ଆପଣ। ଏହା ଦ୍ବାରା ନିଜର ପାରିବାରିକ ସମସ୍ୟା ଦୂର ହେବା ସହ ଖୁବ୍ କମ ଦିନରେ ନିଜଠାରେ ପୌରୁଷତ୍ବ ମଧ୍ୟ ଅନୁଭବ କରିପାରିବେ।

ତେବେ ହେଙ୍ଗୁର ଉପଯୋଗ ବିଧି ଜାଣି ନିଅନ୍ତୁ, କିପରି ପ୍ରସ୍ତୁତ କରିବେ ଔଷଧ। ଏମିତିରେ ହେଙ୍ଗୁ ଏକ ଔଷଧିୟ ଦ୍ରବ୍ୟ। ଏହାକୁଖାଦ୍ୟ ଭାବେ ବ୍ୟବହାର କରାଯାଏ। ତେବେ ଶକ୍ତି ବର୍ଦ୍ଧକ ଔଷଧ କରିବେ କିପରି । ଉପାୟ ବେଶ ସାଧାରଣ। ଏକଚାମଚ ଦେଶୀ ଘିଅରେ ଚାରି ଭାଗରୁ ଭାଗେ ହେଙ୍ଗୁ ମିସାନ୍ତୁ। ଏହା ସହ ସାମାନ୍ୟ ମହୁ ସହ ଅଲ୍ପ ବୁନ୍ଦା ବର ଖୀର ପକାଇଭଲରେ ମିସାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଆପଣଙ୍କ  ଭାଏଗ୍ରା। ସବୁଦିନ ଏଥିରୁ କିଛିମାତ୍ରାରେ ସେବନ କରନ୍ତୁ। ୩ ସପ୍ତାହ ସେବନ କରିବା ପରେ ଅନୁଭବ କରିପାରିବେ  ଆପଣଙ୍କ ପୈରୁଷତ୍ବ।

533 Views

   ସମ୍ବନ୍ଧିତ ଖବର