Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

ଚାଦର ଗୁଡେଇ ମାଳଦ୍ଵୀପରେ ହିନା ଖାନଙ୍କ ବୋଲ୍ଡ ଫଟୋସୁଟ୍: ସୋସିଆଲ୍ ମିଡ଼ିଆରେ ନିଆଁ ଲଗାଇଲା ଟପଲେସ୍ ଫଟୋ

6/12/2020 at 1:17 PM

ମୁମ୍ବାଇ ୦୬/୧୨ : ଅଭିନେତ୍ରୀ ହିନା ଖାନ ବର୍ତ୍ତମାନ ମାଳଦ୍ଵୀପରେ ଛୁଟିର ମଜା ନେଉଛନ୍ତି। ସେ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ଗ୍ଲାମରିୟସ ଫଟୋ ସେୟାର କରିଛନ୍ତି। ମାଳଦ୍ଵୀପରୁ ସେୟାର କରିଥିବା ବିକିନି ଫଟୋ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ନିଆଁ ଲଗାଇଥିଲା। ଛୋଟ ପରଦାର ଜଣାଶୁଣା ଅଭିନେତ୍ରୀ ହିନା ଖାନ ସୋସିଆଲ ମିଡ଼ିଆରେ ନିଆଁ ଲଗାଇଛନ୍ତି।

ସେ ନିଜର ନୂଆ ନୂଆ ଫଟୋ ସେୟାର କରିଛନ୍ତି। ଅଭିନେତ୍ରୀଙ୍କ ଫଟୋ ତାଙ୍କ ପ୍ରଶଂସକଙ୍କୁ ଖୁବ ପସନ୍ଦ ହୋଇଛି। ଏହା ହିନା ଖାନଙ୍କ ସବୁଠାରୁ ଗ୍ଲାମର ଓ ବୋଲ୍ଡ ଫଟୋସୁଟ୍।

ହିନା ଖାନଙ୍କ ସହ ମାଳଦ୍ଵୀପର ମନୋରମ ଦୃଶ୍ୟ ମଧ୍ୟ ନଜର ଆସିଛି। ହିନା ଖାନ ନିଜର କିଛି ଟପଲେସ ଫଟୋ ସେୟାର କରିଛନ୍ତି। ଫଟୋରେ ହିନା ହାତରେ ଡ୍ରିଙ୍କ ଧରି ଏକ ଧଳା ଚାଦର ଗୁଡେଇ ହୋଇ ସମୁଦ୍ରକୂଳରେ ପୋଜ ଦେଇଛନ୍ତି।

ହିନାଙ୍କ ଏହି ବୋଲ୍ଡ ଅବତାର ପ୍ରଶଂସକଙ୍କୁ ବହୁତ ପସନ୍ଦ ହୋଇଛି। ଫଟୋରେ ତାଙ୍କ ପ୍ରଶଂସକ କମେଣ୍ଟ ଜରିଆରେ ପ୍ରତିକ୍ରିୟା ରଖିଛନ୍ତି ଏବଂ ତାଙ୍କର ପ୍ରଶଂସା କରିଛନ୍ତି। 

ହିନା ଖାନଙ୍କ ଟପଲେସ ଫଟୋ ସୋସିଆଲ ମିଡ଼ିଆରେ ନିଆଁ ଲଗାଇଦେଇଛି। ତାଙ୍କ ଫଟୋ ଦେଖି ସେଲିବ୍ରିଟି ମଧ୍ୟ ପ୍ରଶଂସା କରିଛନ୍ତି। ଏହା ପୂର୍ବରୁ ହିନା ଖାନ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ନିଜର କିଛି ବିକିନି ପିନ୍ଧା ଫଟୋ ସେୟାର କରିଥିଲେ। ଏହି ଫଟୋରେ ତାଙ୍କ ଏନଭାଙ୍ଗି ସ୍ପଷ୍ଟ ବାରି ହେଇପଡୁଥିଲା। 

   Related Posts