ଚାଦର ଗୁଡେଇ ମାଳଦ୍ଵୀପରେ ହିନା ଖାନଙ୍କ ବୋଲ୍ଡ ଫଟୋସୁଟ୍: ସୋସିଆଲ୍ ମିଡ଼ିଆରେ ନିଆଁ ଲଗାଇଲା ଟପଲେସ୍ ଫଟୋ

Published By : Prameya-News7 Bureau | December 06, 2020 IST

ମୁମ୍ବାଇ ୦୬/୧୨ : ଅଭିନେତ୍ରୀ ହିନା ଖାନ ବର୍ତ୍ତମାନ ମାଳଦ୍ଵୀପରେ ଛୁଟିର ମଜା ନେଉଛନ୍ତି। ସେ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ଗ୍ଲାମରିୟସ ଫଟୋ ସେୟାର କରିଛନ୍ତି। ମାଳଦ୍ଵୀପରୁ ସେୟାର କରିଥିବା ବିକିନି ଫଟୋ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ନିଆଁ ଲଗାଇଥିଲା। ଛୋଟ ପରଦାର ଜଣାଶୁଣା ଅଭିନେତ୍ରୀ ହିନା ଖାନ ସୋସିଆଲ ମିଡ଼ିଆରେ ନିଆଁ ଲଗାଇଛନ୍ତି।

{"id":373416,"sizeSlug":"large"}

ସେ ନିଜର ନୂଆ ନୂଆ ଫଟୋ ସେୟାର କରିଛନ୍ତି। ଅଭିନେତ୍ରୀଙ୍କ ଫଟୋ ତାଙ୍କ ପ୍ରଶଂସକଙ୍କୁ ଖୁବ ପସନ୍ଦ ହୋଇଛି। ଏହା ହିନା ଖାନଙ୍କ ସବୁଠାରୁ ଗ୍ଲାମର ଓ ବୋଲ୍ଡ ଫଟୋସୁଟ୍।

{"id":373415,"sizeSlug":"large"}

ହିନା ଖାନଙ୍କ ସହ ମାଳଦ୍ଵୀପର ମନୋରମ ଦୃଶ୍ୟ ମଧ୍ୟ ନଜର ଆସିଛି। ହିନା ଖାନ ନିଜର କିଛି ଟପଲେସ ଫଟୋ ସେୟାର କରିଛନ୍ତି। ଫଟୋରେ ହିନା ହାତରେ ଡ୍ରିଙ୍କ ଧରି ଏକ ଧଳା ଚାଦର ଗୁଡେଇ ହୋଇ ସମୁଦ୍ରକୂଳରେ ପୋଜ ଦେଇଛନ୍ତି।

{"id":373418,"sizeSlug":"large"}

ହିନାଙ୍କ ଏହି ବୋଲ୍ଡ ଅବତାର ପ୍ରଶଂସକଙ୍କୁ ବହୁତ ପସନ୍ଦ ହୋଇଛି। ଫଟୋରେ ତାଙ୍କ ପ୍ରଶଂସକ କମେଣ୍ଟ ଜରିଆରେ ପ୍ରତିକ୍ରିୟା ରଖିଛନ୍ତି ଏବଂ ତାଙ୍କର ପ୍ରଶଂସା କରିଛନ୍ତି। 

{"id":373417,"sizeSlug":"large"}

ହିନା ଖାନଙ୍କ ଟପଲେସ ଫଟୋ ସୋସିଆଲ ମିଡ଼ିଆରେ ନିଆଁ ଲଗାଇଦେଇଛି। ତାଙ୍କ ଫଟୋ ଦେଖି ସେଲିବ୍ରିଟି ମଧ୍ୟ ପ୍ରଶଂସା କରିଛନ୍ତି। ଏହା ପୂର୍ବରୁ ହିନା ଖାନ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ନିଜର କିଛି ବିକିନି ପିନ୍ଧା ଫଟୋ ସେୟାର କରିଥିଲେ। ଏହି ଫଟୋରେ ତାଙ୍କ ଏନଭାଙ୍ଗି ସ୍ପଷ୍ଟ ବାରି ହେଇପଡୁଥିଲା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.