Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିଜିଲାନ୍ସ ଜାଲରେ ଜନସ୍ୱାସ୍ଥ୍ୟ ବିଭାଗ-୨ ସହକାରୀ କାର୍ଯ୍ୟକାରୀ ଯନ୍ତ୍ରୀ, ଏକକାଳୀନ ୬ଟି ସ୍ଥାନରେ ରେଡ୍
  • ||
  • ନୟାଗଡ଼ : ପୋଲିସ କବ୍‌ଜାରେ ୪ ଆନ୍ତଃ ଜିଲ୍ଲା ଡକାୟତ
  • ||

୪୦୦ ମିଟର ଦୌଡରେ ସ୍ଵର୍ଣ ପଦକ ହାସଲ କରି ସ୍ୱର୍ଣ୍ଣିମ ଇତିହାସ ରଚିଲେ ହିମା ଦାସ

13/07/2018 at 10:31 AM

ସ୍ୱର୍ଣ୍ଣିମ ଇତିହାସ ରଚିଲେ ହିମା ଦାସ
୪୦୦ ମିଟର ଦୌଡରେ ସ୍ଵର୍ଣ ପଦକ ହାସଲ କରିଛନ୍ତି ହିମା
ସଫଳତା ପାଇବାରେ ସେ ପ୍ରଥମ ଭାରତୀୟ
ତାଙ୍କର ଏହି ଐତିହାସିକ ସଫଳତା ଲାଗି ଅଭିନନ୍ଦନ ଜଣାଇଛନ୍ତି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ଧର୍ମେନ୍ଦ୍ର ପ୍ରଧାନ

   Related Posts