ପଦ୍ମପୁର ୨|୭: ପଦ୍ମପୁର ରାଜବଦସମ୍ବର ଉଚ୍ଚ ବିଦ୍ୟାଳୟର ଏନସିସି ଶିକ୍ଷକ ମୋହନ ବଂଚୋରଙ୍କ ଘରେ ଭିଜିଲାନ୍ସ ରେଡ଼ ହୋଇଛି । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଶିକ୍ଷକଙ୍କ ପଦ୍ମପୁର ସ୍ଥିତ ବାସଭବନ, ପଦ୍ମପୁର ଉପଖଣ୍ଡ ବାରିକେଲ ଗ୍ରାମ ସ୍ଥିତ ତାଙ୍କର ପୈତୃକ ବାସଭବନ ଏବଂ ବିଦ୍ୟାଳୟ କାର୍ଯ୍ୟାଳୟରେ ବରଗଡ଼ ଭିଜିଲାନ୍ସ ତରଫରୁ ଭିଜିଲାନ୍ସ ଡିଏସପି ବୀରେନ୍ଦ୍ର କୁମାର ନାୟକଙ୍କ ନେତୃତ୍ବରେ ଭିଜିଲାନ୍ସ ଟିମ୍ ଚଢ଼ାଉ କରିଛି।
ନିର୍ବାଚନ ୨୦୨୪, ଓଡିଶାରେ ୨ୟ ପର୍ଯ୍ୟାୟ ମତଦାନ ପାଇଁ...