Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ଭିଜିଲାନ୍ସ ହାବୁଡରେ କିରାଣୀ ବାବୁ, ୧୦ ହଜାରର ଷ୍ଟାଇପେଣ୍ଡ କରାଇବାକୁ ନେଉଥିଲେ ୪ ହଜାର ଟଙ୍କା

16/04/2021 at 12:22 PM

ସାଲେପୁର ୧୬।୪: ଲାଞ୍ଚ ନେବା ବେଳେ ଧରାପଡିଲେ ହାଇସ୍କୁଲ କିରାଣୀ । ଛାତ୍ରୀଙ୍କ ଷ୍ଟାଇପେଣ୍ଡ କରାଇଦେବାକୁ ନେଉଥିଲେ ୧୦ ହଜାର ଟଙ୍କା । ସଂପୃକ୍ତ କିରାଣୀଙ୍କୁ ଗିରଫ କରି ପଚରାଉଚରା କରୁଛି ଭିଜିଲାନ୍ସ ବିଭାଗ ।

ସୂଚନାଯୋଗ୍ୟ ଯେ, କଟକ ଜିଲ୍ଲା ସାଲେପୁର ଥାନା ଛାଣିପୁର ହାଇସ୍କୁଲ କିରାଣୀ ଲାଞ୍ଚ ନେଉଥିବା ବେଳେ ଧରାପଡିଲା ଭିଜିଲାନ୍ସ ହାତରେ । କିରାଣୀ ଜଣଙ୍କ ହେଲେ ଛାଣିପୁରହାଇ ସ୍କୁଲର ଅରୁଣ କୁମାର ପରିଡା। ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କ ୧୦ହଜାର ଟଙ୍କା ଷ୍ଟାଇପେଣ୍ଡ କରାଇଦେବାକୁ ୪ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରା ପଡିଥିଲେ। କଟକ ଭିଜିଲାନ୍ସ ବିଭାଗ ସମ୍ପୃକ୍ତ କିରାଣୀକୁ ନେଇ ଅଧିକ ପଚରାଉଚରା କରୁଥିବା ସୂଚନା ମିଳିଛି।

   Related Posts