Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ହାଇ ପ୍ରୋଫାଇଲ ରେଭ୍ ପାର୍ଟି ଉପରେ ଚଢ଼ାଉ : ଆପତ୍ତିଜନକ ଅବସ୍ଥାରେ ଧରା ହେଲେ ଅଭିନେତ୍ରୀ

28/06/2019 at 6:46 PM

ରାୟଗଡ଼ ୨୮/୬ : ମହାରାଷ୍ଟ୍ର ରାୟଗଡ଼ ଜିଲ୍ଲାରେ ପୋଲିସ ଏକ ହାଇ ପ୍ରୋଫାଇଲ ରେଭ୍ ପାର୍ଟିର ପର୍ଦାଫାଶ କରିଛି । ରାୟଗଡ଼ କହିଁ ବିଚରେ ଏକ ଅଶାଳୀନ କୋଠାରେ ରେଭ୍ ପାର୍ଟି ଚାଲୁଥିଲା । ପୋଲିସ କେଉଁଠାରୁ ସୂଚନା ପାଇ କୋଠା ଉପରେ ଚଢ଼ାଉ କରିଥିଲା । ଚରସ, କୋକିନ, ଗଂଜେଇ, ଡ୍ରଗ୍ସ ସମେତ ଅନେକ ନିଶା ପଦାର୍ଥ ଜବତ କରିଛି ପୋଲିସ । ପୋଲିସ ଘଟଣାସ୍ଥଳରୁ ଅନେକ ମହିଳା ଓ ପୁରୁଷଙ୍କୁ ଆପତ୍ତିଜନକ ଅବସ୍ଥାରେ ଗିରଫ କରିଛି ।

ପୋଲିସ ସୂଚନା ଅନୁଯାୟୀ, ରେଭ୍ ପାର୍ଟିରେ ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ଏବଂ ଟିଭି ଅଭିନେତ୍ରୀ ମଧ୍ୟ ସାମିଲ ଥିଲେ । ପୋଲିସ ଗିରଫ କରିଥିବା ଅଧିକାଂଶ ମହିଳା ଓ ପୁରୁଷ ଡ୍ରଗ୍ସ ସେବନ କରିଥିଲେ ।

କୋଠାରୁ ପୋଲିସ ଡ୍ରଗ୍ସ ଡିଲର ଏବଂ ତାର ଅନେକ ସହଯୋଗୀଙ୍କୁ ମଧ୍ୟ ଗିରଫ କରିଛି । ଗିରଫ ମହିଳା ଓ ପୁରୁଷଙ୍କୁ କୋର୍ଟ ଚାଲାଣ କରାଯିବ ।  ଯେଉଁ କୋଠାରେ ରେଭ୍ ପାର୍ଟି ଚାଲୁଥିଲା ସେହି କୋଠା ଜଣେ ପ୍ରସିଦ୍ଧ ବ୍ୟବସାୟୀଙ୍କର ବୋଲି କୁହାଯାଉଛି ।

   Related Posts