ହାଇକୋର୍ଟରେ ସାରଥୀ ଜାମିନ ଆବେଦନ ଖାରଜ

Published By : Prameya-News7 Bureau | April 17, 2019 IST

କଟକ ୧୭।୪: ସାରଥୀ ଓରଫ ସନ୍ତୋଷ ରାଉଳର ଜାମିନ ଖାରଜ ହୋଇଛି । ବାରିମୂଳ ଆଶ୍ରମ ଅନ୍ତେବାସୀଙ୍କୁ ଅସଦାଚରଣ ମାମଲାରେ ସାରଥୀର ବେଲ୍ ଖାରଜ କରିଛନ୍ତି ହାଇକୋର୍ଟ । ସାରଥୀ ଏବେ ଚୌଦ୍ବାରା ଜେଲ୍ ରେ ଅଛନ୍ତି । ବିଭିନ୍ନ କେଳେଙ୍କାରୀରେ ଲିପ୍ତ ରହିବା, ଆତ୍ମ୍ମ ଘୋଷିତା ବାବା ହୋଇ ସାଧାରାଣ ଲୋକଙ୍କୁ ଠକିବା, ବେଆଇନ ଅର୍ଥ କାରବାର ଆଦି ମାମଲାରେ ସାରଥୀ ୨୦୧୫ ଅଗଷ୍ଟ ୮ରୁ ଜେଲ୍ ରେ ଅଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.