ଜୋର ଧରିଲା ଭୁବନେଶ୍ବରରେ ହାଇକୋର୍ଟ ପ୍ରତିଷ୍ଠା ଦାବି

Published By : Prameya-News7 Bureau | April 26, 2019 IST

ଭୁବନେଶ୍ବର୨୬|୪: ରାଜ୍ୟ  ରାଜଧାନୀ​‌ ଭୁବନେଶ୍ବରରେ ହାଇକୋର୍ଟ ପ୍ରତିଷ୍ଠା କରିବା ଦାବିରେ ଭୁବନେଶ୍ବର ବାର  ଅାସୋସିଏସନ ପକ୍ଷରୁ କୋର୍ଟ ପରିସରରେ  ଧାରଣା। କଟକରୁ  ହାଇକୋର୍ଟକୁ   ଭୁବନେଶ୍ବରକୁ  ସ୍ଥାନାନ୍ତରିତ କରିବା   ଦାବିରେ ଭୁବନେଶ୍ବର   ବାର ଆସେରାସିଏସନ ପକ୍ଷରୁ  ଭୁବନେଶ୍ବର କୋର୍ଟ ପରିସରରେ  ଧାରଣା ଦିଆଯାଇଥିଲା। ବିଭିନ୍ନ ରାଜ୍ୟର   ରାଜ୍ୟ   ରାଜଧାନୀରେ   ହାଇକୋର୍ଟ  ଥିବାବେଳେ   ଓଡିଶା କ୍ଷେତ୍ରରେ  ଏହାର ବ୍ୟତିକ୍ରମ ଦେଖାଦେଇଥିବା ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି  । ଦୀର୍ଘ ୨୯ ବର୍ଷ ଧରି ଭୁବନେଶ୍ବର ଓକିଲମାନେ ଦାବି କରି ଆସୁଥିବା ବେଳେ  ୨୦୧୩ ମସିହାଠାରୁ  ପ୍ରତ୍ୟେକ ମାସର  ଶେଷ ଶୁକ୍ରବାରକୁ ଓିକଲମାନେ  କାର୍ଯ୍ୟବନ୍ଦ କରି  ଦାବି କରି ଆସୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.