ଆସନ୍ତାକାଲି ଯାଏଁ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିବାକୁ ହାଇକୋର୍ଟ ବାର ଆସୋସିଏସନର ନିଷ୍ପତ୍ତି
27/09/2018 at 10:16 AM

କଟକ ୨୭|୯: ଆସନ୍ତାକାଲି ଯାଏଁ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିବାକୁ ନିଷ୍ପତ୍ତି ନେଇଛି ହାଇକୋର୍ଟ ବାର ଆସୋସିଏସନ । ଆସନ୍ତାକାଲି ବୈଠକରେ ପରବର୍ତ୍ତି କାର୍ଯ୍ୟପନ୍ଥା ସମ୍ପର୍କରେ ଆଲୋଚନା କରାଯିବ ବୋଲି କହିଛନ୍ତି ହାଇକୋର୍ଟ ବାର ସଭାପତି । ତେବେ ଆଜି ନବୀନ ନିବାସ ଘେରାଉ କରିବାଲାଗି ପୂର୍ବରୁ ଯେଉଁ ନିଷ୍ପତ୍ତି ହୋଇଥିଲା , ତାକୁ ମଧ୍ୟ ଶୁକ୍ରବାର ଯାଏ ଟାଳି ଦିଆଯାଇଛି । ଆଇନଜୀବୀଙ୍କୁ ପୋଲିସ ମାଡ ମାରିବା ଅଭିଯୋଗ ଘଟଣାରେ କଟକରେ ଆଇନଜୀବୀମାନେ ସରକାରୀ କଳକୁ ଠପ୍ କରିଦେଇଛନ୍ତି ।
Related Posts
ସି.ଆର୍.ପି.ଏଫ୍ରେ ଯୋଗ ଦେବେ କର୍ଲାମୁଣ୍ଡାର ଝିଅ ସୌମ୍ୟାରାଣୀ
26 January 2021