ହାଇକୋର୍ଟ ବାର ଆସୋସିଏସନର ଦୁଇଦିନିଆ କାର୍ଯ୍ୟବନ୍ଦ ଆନ୍ଦୋଳନ: କୋର୍ଟ କାର୍ଯ୍ୟ ବାଧାପ୍ରାପ୍ତ
29/08/2018 at 3:24 AM

କଟକ୨୯|୮: ହାଇକୋର୍ଟ ବାର ଆସୋସିଏସନ ପକ୍ଷରୁ ୨ ଦିନିଆ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ ହୋଇଛି । ଆଜି ଓ ଆସନ୍ତାକାଲି ଦୁଇ ଦିନ ଧରି ହେବ ଆନ୍ଦୋଳନ ।ଆସନ୍ତା କାଲି ବୈଠକ ପରେ ନିଆଯିବ ପରବର୍ତ୍ତୀ ନିଷ୍ପତ୍ତି ।ହାଇକୋର୍ଟ ବାର ଆସୋସିଏସନ ସମ୍ପାଦକ ସତ୍ୟବ୍ରତ ମହାନ୍ତି ଏହି ସୂଚନା ଦେଇଛନ୍ତି ।ଗତକାଲି ଏକ ରାସ୍ତା ଦୁର୍ଘଟଣାକୁ ନେଇ ନୂଆବଜାର ଅଞ୍ଚଳରେ ପୋଲିସ ଓ ଆଇନଜୀବୀଙ୍କ ମଧ୍ୟରେ ହୋଇଥିଲା ଗଣ୍ଡଗୋଳ ହୋଇଥିଲା ।ଗତକାଲି ଓକିଲ ସଂଘ ଚାଉଳିଆଗଂଜ ଥାନା ମଧ୍ୟ ଘେରାଉ କରିଥିଲା ।ଓକିଲଙ୍କ ଆନ୍ଦୋଳନ ଫଲରେ ଆଜି ହାଇକୋର୍ଟ େବଂ ୍ନ୍ୟକୋର୍ଟ କାର୍ଯ୍ୟରେ ବାଧା ସୃଷ୍ଟି ହୋଇଛି ।
Related Posts
ଇମାମି ପେପର୍ କମ୍ପାନୀରେ ବ୍ୟାପିଲା କରୋନା, ଥରକେ ୧୦୧ ପଜିଟିଭ୍
12 April 2021