ବଙ୍ଗୋପସାଗର ଉପକୂଳବର୍ତ୍ତୀ ଜିଲ୍ଲାରେ ହାଇ ଆଲର୍ଟ

Published By : Prameya-News7 Bureau | April 22, 2018 IST

ବଙ୍ଗୋପସାଗର ଉପକୂଳବର୍ତ୍ତୀ ଜିଲ୍ଲାରେ ହାଇ ଆଲର୍ଟ ସମୁଦ୍ରରେ ୨ ରୁ ୩ମିଟର ଉଚ୍ଚ ଜୁଆର ଆସିବ ଆଜିଠାରୁ ୨୪ ତାରିଖ ଭିତରେ ଜୁଆର ଆସିବା ନେଇ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି ଏହାକୁ ଆଧାର କରି ବାଲେଶ୍ଵର,ଭଦ୍ରକ,ଜଗତସିଂହପୁର,ପାରାଦୀପ,ପୁରୀ,କେନ୍ଦ୍ରାପଡା ଓ ଗଂଜାମ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ କରାଯାଇଛି ମୁଖ୍ୟତଃ ସମୁଦ୍ରକୂଳ ଅଂଚଳରେ ରହୁଥିବା ବ୍ୟକ୍ତି ଓ ମତ୍ସଜିବୀଙ୍କୁ ସତର୍କ ରହିବାକୁ କୁହାଯାଇଛି ସମୁଦ୍ରରେ ଗାଧୋଇବାକୁ ନେଇ କଟକଣା ଜାରି କରିଛନ୍ତି ଓଡିଶା ସହ କେରଳ ଓ ପଶ୍ଚିମବଙ୍ଗ ଉପକୂଳରେ ମଧ୍ୟ ହାଇ ଆଲର୍ଟ ଜାରି କରାଯାଇଛି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.