Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖଲ୍ଲିକୋଟ : ଅଟୋକୁ ପଛ ପଟୁ ଧକ୍କା ଦେଲା ଟ୍ରକ, ଜଣେ ମୃତ
  • ||
  • ଭୁବନେଶ୍ୱର : ୨୬ ଯାଏଁ ରାଜ୍ୟର କିଛି ସ୍ଥାନରେ କୋହଲା ପାଗ ସହ ବର୍ଷା, ସତର୍କ କଲା ପାଣିପାଗ ବିଭାଗ
  • ||
  • ଲମତାପୁଟ : ପାଡୁଆ ପୋଲିସକୁ ସଫଳତା, ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
  • ||

କାଶ୍ମୀର ପୁଂଛ ଅଂଚଳରେ ପାକିସ୍ତାନ ଯୁଦ୍ଧ ବିମାନର ଅନୁପ୍ରବେଶ ଉଦ୍ୟମ ପଣ୍ଡ

13/03/2019 at 6:52 PM

କାଶ୍ମୀର ୧୩/୩ : ଆଜି ଜାମ୍ମୁ କାଶ୍ମୀର ନିୟନ୍ତ୍ରଣ ରେଖାରେ ପାକିସ୍ତାନର ୨ଟି ଯୁଦ୍ଧ ବିମାନ ଦେଖା ଦେଇଥିଲା | ଗତ ରାତିରେ ୨ଟି ବିମାନ ଏଲଓସି ନିକଟବର୍ତ୍ତୀ ଥିଲା | ପାକିସ୍ତାନୀ ବିମାନ ଭାରତୀୟ ସୀମାରେ ଅନୁପ୍ରବେଶ ଉଦ୍ୟମ କରିଥିଲା | କିନ୍ତୁ ଭାରତୀୟ ବାୟୁସେନା ପାକିସ୍ତାନର ଉଦ୍ୟମ ପଣ୍ଡ କରିଦେଇଛି | ବିମାନ ବହୁତ ଦ୍ରୁତ ଗତିରେ ଉଡୁଥିଲା | ବିମାନ ଏଲଓସି ଅଂଚଳର ସାଉଣ୍ଡ ବ୍ୟାରିଆରକୁ ମଧ୍ୟ ଭାଙ୍ଗି ଦେଇଥିଲା |


ପାକିସ୍ତାନର ଏହି କାରନାମା ପରେ ଭାରତୀୟ ବାୟୁସେନା ସ୍ଥାନୀୟ ଅଂଚଳରେ ହାଇ ଆଲର୍ଟ ଜାରି କରିଛି |

   Related Posts