ଚମ୍ପୁଆ ରେଞ୍ଜରେ ହାତୀ ପଲଙ୍କ ଆତଙ୍କ ; ଘର ଭାଙ୍ଗିବା ସହ ନଷ୍ଟ କଲେ ଧାନ ଫସଲ

Published By : Prameya-News7 Bureau | February 10, 2019 IST

ଚମ୍ପୁଆ ୧୦|୨:  କେନ୍ଦୁଝର ଜିଲ୍ଲା ପାଟଣା ଚମ୍ପୁଆ ରେଞ୍ଜରେ ହାତୀ ପଲର ଆତଙ୍କ ଜାରି । ବିଳମ୍ବିତ ରାତିରେ ସରେଇ ଗାଁରେ ୨ ଜଣଙ୍କ ଘର ଭାଙ୍ଗିବା ସହ ଧାନ ଫସଲ ନଷ୍ଟ କରିଛନ୍ତି । ଗତ ୩ ଦିନ ହେଲା ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଚଳାଇଛି ହାତୀପଲ । ଏବେ ହାତୀ ପଲ ପତଳା ଜଙ୍ଗଲରେ ଥିବା ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.