Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||
  • ପଞ୍ଜାବର ବିଜୟ ଅଭିଯାନ ଜାରି, ୮ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ଫସଲ ନଷ୍ଟ କରିବା ସହ ଧାନ ଖାଇଗଲେ ହାତୀ ପଲ

24/06/2019 at 2:50 PM

କେନ୍ଦୁଝର ୨୪|୬: କେନ୍ଦୁଝର ତଣ୍ଡ ଗାଁରେ ହାତୀ ଉପଦ୍ରବ । ପାଟଣା ରେଞ୍ଜ୍ ଗୋରାଣ୍ଡିଯୋଡ଼ି ସେକ୍ସନ୍ ତଣ୍ଡ ଗାଁରେ ପଶି ଫସଲ ନଷ୍ଟ କରିବା ସହ ଧାନ ଖାଇ ଗଲେ ହାତୀ ପଲ । ଗତକାଲି ବିଳମ୍ବିତ ରାତିରେ ୧୮ ଟିକିଆ ହାତୀ ପଲ ଗାଁରେ ପଶି ବ୍ୟାପକ ଧାନ ଫସଲ ନଷ୍ଟ କରିବା ସହିତ ଅମଳ ପାଇଁ ରଖା ହୋଇଥିବା ଧାନ ବିଡ଼ା ଖାଇଦେଇଛନ୍ତି । ଏଥି ସହିତ ବିଲରେ ଧାନ ଫସଲ ନଷ୍ଟ କରିଛନ୍ତି । ଗାଁର ମୋତିଲାଲ ମୁଣ୍ଡା ଅମଳ ପାଇଁ କାଟି ରଖିଥିବା ୧୦୦ ରୁ ଅଧିକ ଧାନ ବିଡ଼ା ଖାଇଦେଇଛନ୍ତି ହାତୀ ପଲ । ଏଥି ସହିତ କୈଳାସ ମୁଣ୍ଡାଙ୍କ ଚାଷ ଜମିରେ ପଶି ଫସଲ ନଷ୍ଟ କରିଛନ୍ତି ହାତୀ ପଲ । ଏବେ ଏଇ ହାତୀ ପଲ ମୟୂରଭଞ୍ଜ କରଞ୍ଜିଆ ରେଞ୍ଜ କାଳିକାପୁରରେ ଥିବା ଜଣା ପଡ଼ିଛି ।

   Related Posts