ori homes
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବଗଡ଼ : ଭୁଲିଗଲା ସଂପର୍କ, ମଦ୍ୟପ ବାପାର କଟୁରୀ ଚୋଟରେ ପୁଅ ମୃତ
  • ||
  • ଗଞ୍ଜାମ: ତାରାତାରିଣୀଙ୍କ ପୀଠରେ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ, ଯୋଗଦେବେ ମୁଖ୍ୟମନ୍ତ୍ରୀ
  • ||
  • ପୁରୀ : ରଥଯାତ୍ରା ପାଇଁ ଚଳଚଞ୍ଚଳ ରଥଖଳା, ଚକ ନିର୍ମାଣରେ ବ୍ୟସ୍ତ ମୁଖ୍ୟ ବିଶ୍ୱକର୍ମା
  • ||
  • ଉଦଳା: ପ୍ରେମିକାକୁ ଦେଖାକରିବାକୁ ଯାଇଥିଲେ ପ୍ରେମିକ ଧରାପଡିଗଲେ, ଦେଖାଇଲେ ବନ୍ଧୁକ
  • ||

କେନ୍ଦୁଝରରେ ହାତୀ ଆତଙ୍କ ; ପାଟଣା ରେଞ୍ଜରେ ପଶିଲେ ୧୨ଟିକିଆ ହାତୀ ପଲ

14/11/2018 at 9:34 AM

କେନ୍ଦୁଝର ୧୪|୧୧:  କେନ୍ଦୁଝରରେ ହାତୀ ଆତଙ୍କ ଦେଖାଦେଇଛି । ପାଟଣା ରେଞ୍ଜର ନୂଆଗାଁରେ ଧସେଇ ପଶିଛନ୍ତି ୧୨ ଟିକିଆ ବଣୁଆ ହାତୀ ପଲ। ନୂଆଗାଁ ସ୍କୁଲ ନିକଟ ଜଙ୍ଗଲରେ ଡେରା ପକାଇଛନ୍ତି ହାତୀ ପଲ । ରାତିହେଲେ ଗାଁରେ ପଶି ବ୍ୟାପକ ଫସଲ ନଷ୍ଟ କରୁଛନ୍ତି ହାତୀ । ହାତୀଙ୍କୁ ଘଉଡାଇବା ଜଙ୍ଗଲ ଚାରିପେଟ ହାଜର ହଜାର ଲୋକ ଜଗିଛନ୍ତି । ସେପଟେ ବନ ବିଭାଗ ବି ହାତୀ ପଲଙ୍କ ଉପରେ କଡା ନଜର ରଖିଛି ।

   Related Posts