Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାରା ଧରିବା ବେଳେ ଲାଗିଗଲା ବିଦ୍ୟୁତ ତାର, ପୋଡିଗଲା ଶରୀରର ୯୦%
  • ||

ସମସ୍ତ ସରକାରୀ ଯୋଜନାରୁ ବଞ୍ଚିତ ଅସହାୟ ଲକ୍ଷ୍ମଣ ପାଇକରାୟଙ୍କ ପରିବାର

9/09/2018 at 2:06 AM

ଗରିବଙ୍କ ପାଇଁ ସରକାରଙ୍କର କେତେକଣ ଯୋଜନା । ସକାଳୁ ସକାଳୁ ଖବରକାଗଜ ଖୋଲିଦେଲେ ଖାଲି ଗରିବଙ୍କ ପାଇଁ ସରକାରଙ୍କର ପୁଳାପୁଳା ଯୋଜନାର ବିଜ୍ଞାପନ । କିନ୍ତୁ ଏହାର ବାସ୍ତବ ରୂପାୟନକେତେ ତାହା ଯେତେବେଳେ ଜଣାପଡ଼େ ଭାବିଲେ ଦୁଃଖ ଲାଗେ । ସମସ୍ତ ସରକାରୀ ଯୋଜନାରୁ ବଞ୍ଚିତ ଏପରି ଏକ ଅସହାୟ ଓ ଦୁଃଖୀ ପରିବାର ବିଷୟରେ ଖବର ପଠାଇଛନ୍ତି ବ୍ରହ୍ମଗିରିର ଜଣେ ହ୍ବାଟସଆପ୍ ରିପୋର୍ଟର ବିଦ୍ୟାଧର ବେହେରା।

   Related Posts