Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ହେଲମେଟ୍ ଚେକିଂକୁ ନେଇ ତୁମୂଳକାଣ୍ଡ, ପୋଲିସ ଓ ବାଇକ ଆରୋହୀଙ୍କ ମଧ୍ୟରେ ମାରପିଟ୍

9/09/2021 at 7:37 AM

କେନ୍ଦ୍ରାପଡା, ୦୯|୦୯: କେନ୍ଦ୍ରାପଡ଼ା ଟାଉନ ଥାନା ଅନ୍ତର୍ଗତ ତିନିମୁହାଣୀ ଛକରେ ହେଲମଟ୍ ଯାଞ୍ଚ ବେଳେ ମାଡ଼ପିଟ୍। ପୋଲିସ ଓ ବାଇକ ଆରୋହୀଙ୍କ ମଧ୍ୟରେ ମାଡ଼ଗୋଳ ଘଟି ଉଭୟ ଆହତ ହୋଇଥିବା ଜଣାପଡ଼ିଛି।

ସୂଚନାନୁସାରେ, ତିନିମୁହାଣୀ ଛକରେ ଥିବା ସେଲ୍ଫି ପଏଣ୍ଟ ପାଖରେ ଟାଉନ୍ ଥାନା ପକ୍ଷରୁ ଗତ ସନ୍ଧ୍ୟାରେ ହେଲମେଟ୍ ଯାଞ୍ଚ କରାଯାଉଥିଲା। ଏହି ସମୟରେ ଜଣେ ବାଇକ ଚାଳକ ନିଜ ସାଙ୍ଗରେ ଜଣେ ମହିଳାଙ୍କୁ ନେଇ ଆସୁଥିଲେ। ସେ ହେଲମେଟ ପିନ୍ଧି ନଥିବାରୁ ପୋଲିସ ତାଙ୍କୁ ଅଟକାଇଥିଲା। ଉଭୟଙ୍କ ମଧ୍ୟରେ ବଚସା ବେଳେ ବାଇକ ଚାଳକ ଜଣକ ପୋଲିସକୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି।

ତେବେ ସେଠାରେ ଉପସ୍ଥିତ ଥିବା ପୋଲିସ ସମ୍ପୃକ୍ତ ବାଇକ ଚାଳକଙ୍କୁ ମଧ୍ୟ ମାଡ଼ ମାରିଥିଲେ। ଘଟଣା ଘଟିବା ପରେ ତିନିମୁହାଣୀ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଛି। ବାଇକ ଆରୋହୀଙ୍କୁ ଅଟକ ରଖାଯିବା ପରେ ଗିରଫ କରା ଯାଇଥିବା ଜଣାପଡିଛି । .

   Related Posts