Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନାକରେ ବୁଷ୍ଟର ଡୋଜ୍ ପରୀକ୍ଷଣକୁ ଡିସିଜିଆଇର ମଞ୍ଜୁରୀ, ଭାରତ ବାୟୋଟେକ୍ କରିବ କ୍ଲିନିକଲ ଟ୍ରାଏଲ
  • ||
  • ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୬୦କୁ ବୃଦ୍ଧି
  • ||
  • ରାଜ୍ୟରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୦୫୭ କୋଭିଡ୍ ପଜିଟିଭ୍, ୧୨୩୬୨୨୬ରେ ପହଞ୍ଚିଲା ସଂଖ୍ୟା
  • ||
  • ପାକିସ୍ତାନ: ବଲୁଚିସ୍ତାନ ଚେକ୍ ପୋଷ୍ଟ ଉପରେ ଆତଙ୍କୀ ହମଲା, ୧୦ ସୈନିକଙ୍କ ମୃତ୍ୟୁ
  • ||
  • ରାଉରକେଲା : ଭିଜିଲାନ୍ସ ଜାଲରେ ଲ୍ୟାମ୍ପ୍ସ ଏମ୍‌ଡି, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଭି. ଅନନ୍ତ ନାଗେଶ୍ୱରନ ହେବେ ଭାରତର ଆଗାମୀ ମୁଖ୍ୟ ଆର୍ଥିକ ପରାମର୍ଶଦାତା, ଅତିଶୀଘ୍ର ଘୋଷଣା କରିପାରନ୍ତି ସରକାର
  • ||
  • ସୋର : ଦେଶୀ ମଦ ଦୋକାନରେ ପଶି କର୍ମଚାରୀଙ୍କୁ କଟୁରୀରେ ହାଣିଲେ ଦୁର୍ବୃତ୍ତ, ଛଡାଇନେଲେ ୭୦ହଜାର ଟଙ୍କା
  • ||
  • କଣ୍ଟାବାଞ୍ଜି : ଚାଲାଣ ବେଳେ ୧୪ ଶ୍ରମିକ ଉଦ୍ଧାର, ଷ୍ଟେସନ ଯିବା ବାଟରେ ଧରିଲା ପୋଲିସ
  • ||
  • ରାଜ୍ୟରେ ୩ ଦିନ ଯାଏଁ ହାଡଭଙ୍ଗା ଶୀତ, ୬ ଜିଲ୍ଲା ବେଶୀ ଥରିବ
  • ||

ଇତିହାସରେ ପ୍ରଥମ : ଭାରତର ଏହି ସ୍ଥାନରେ ମାର୍ଚ୍ଚ ମାସରେ ହେଉଛି ଭୀଷଣ ବରଫ ବର୍ଷା , ଜାଣନ୍ତୁ କେଉଁଠି?

23/03/2019 at 1:23 PM

ଡେହରାଡୁନ୍ ୨୩/୩: ଉତ୍ତରାଞ୍ଚଳର ଡେହରାଡୁନରେ ପ୍ରବଳ ମାତ୍ରାରେ ବରଫପାତ ହେଉଅଛି। ଜାନକୀଚଟ୍ଟି-ଯମୁନୋତ୍ରୀର ରାସ୍ତାରେ ଜମିଥିବା ବରଫ ଏବଂ ପ୍ରତିଦିନ ସନ୍ଧ୍ୟାରେ ବରଫବର୍ଷା ହେଉଥିବା କାରଣରୁ ଯମୁନୋତ୍ରୀ ଧାମରେ ପୁର୍ନନିର୍ମାଣ କାର୍ଯ୍ୟ ବାଧାପ୍ରାପ୍ତ ହେଉଅଛି। ତପ୍ତ କୁଣ୍ଡରୁ ଉଷ୍ମ ପାଣି ଢାଳି ଯମୁନୋତ୍ରୀ ଧାମର ଆଖପାଖ ରାସ୍ତାରେ ଜମିଥିବା ବରଫକୁ ତରଳାଇବାକୁ ପଡ଼ୁଛି।

ସୂଚନା ଅନୁସାରେ ମାର୍ଚ୍ଚ ମାସ ତୃତୀୟ ସପ୍ତାହରେ ମଧ୍ୟ ଜାନକୀଚଟ୍ଟିରୁ ଯମୁନୋତ୍ରୀ ପର୍ଯ୍ୟନ୍ତ ୫କିଲୋମିଟର ରାସ୍ତା ୩ରୁ ୪ଫୁଟ୍ ଯାଏଁ ବରଫାବୃତ ହୋଇ ରହିଛି। ଯମୁନୋତ୍ରୀ ଧାମରେ ପୋଲ ନିର୍ମାଣ ପାଇଁ ଠିକାଦାର କୈାଣସିମତେ ଶ୍ରମିକଙ୍କୁ ସେଠାକୁ ପହଞ୍ଚାଇଥିବାବେଳେ ରାସ୍ତାରେ ବରଫ ଜମା ହୋଇଥିବା ଫଳରେ ଏବେ ଖଚରଙ୍କ ଦ୍ବାରା ଭାର ବୋହିବା କାର୍ଯ୍ୟ ବାଧାପ୍ରାପ୍ତ ହେଉଅଛି। ଏଥିପାଇଁ ଯମୁନୋତ୍ରୀକୁ ନିର୍ମାଣ ସାମଗ୍ରୀ ପହଞ୍ଚିପାରୁନାହିଁ। ଜମିଥିବା ବରଫକୁ ତୁରନ୍ତ ହଟାଯାଇ ପୁନର୍ନିମାଣ କାର୍ଯ୍ୟ ଆରମ୍ଭ କରାଯାଉ ବୋଲି  ଏଠାରେ ଦାବି କରାଯାଉଛି।

   Related Posts