Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ଆଜିଠୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ

20/07/2018 at 2:21 PM

ଲଘୁଚାପ ପ୍ରଭାବରେ ଆଜି ଏବଂ ଆସନ୍ତା କାଲି ରାଜ୍ୟର ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବର୍ଷାକୁ ନେଇ ସଜାଗ ରହିବାକୁ ସବୁ ଜିଲ୍ଲାକୁ ସତ୍ତର୍କ ରହିବାକୁ ସୂଚନା ଦିଆ ଯାଇଛି । ବର୍ଷା ଜନିତ ସମ୍ଭବନିୟ ସ୍ଥିତିକୁ ନେଇ ରାଜ୍ୟର ଅନେକ ଜିଲ୍ଲାପାଳଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସ ଆର ସି ବିଷ୍ଣୁପଦ ସେଠୀ। କିନ୍ତୁ ବର୍ତ୍ତମାନ ବନ୍ୟାର କିଛି ସୁଚନା ନାହିଁ। ସବୁ ନଦୀ ର ଜଳ ସ୍ତର ବିପଦ ସଂକେତ ତଳେ ପ୍ରବାହିତ ହଉଛି ବୋଲି ସୂଚନା ଦେଇଛନ୍ତି ଏସ ଆର ସି।

   Related Posts