ଆସନ୍ତା ୨୪ ଘଣ୍ଟା ଯାଏଁ ଉତ୍ତର ଓଡିଶାରେ ବର୍ଷା ଲାଗି ରହିବ
23/06/2018 at 9:52 AM

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି … ଆସନ୍ତା ୨୪ ଘଣ୍ଟା ଯାଏଁ ବର୍ଷା ଲାଗି ରହିବ … ୨ ରୁ ୩ ଦିନ ମଧ୍ୟରେ ସାରା ରାଜ୍ୟକୁ ଛୁଇଁବ ମୌସୁମୀ … ଏବେ ୨୧ ଜିଲ୍ଲାକୁ ଛୁଇଁଛି ମୌସୁମୀ … ଗତ ୨୪ ଘଣ୍ଟାରେ ରାୟଗଡା କାଶୀପୁରରେ ସର୍ବାଧିକ ୨୫୫ ମି:ଲି: ବର୍ଷା ରେକର୍ଡ କରାଯାଇଛି …
Related Posts
ଫିଲପାଇନସ୍ରେ ଭୀଷଣ ଭୂ-କମ୍ପ, ରିକ୍ଟର ସ୍କେଲର ତୀବ୍ରତା ୭.୦
21 January 2021
ତାମିଲନାଡୁରେ ଶହେ ବର୍ଷର ରେକର୍ଡ ଭାଙ୍ଗିଲା ବର୍ଷା
6 January 2021