ଆସନ୍ତା ୩ରୁ ପ୍ରବଳ ବର୍ଷା ସମ୍ଭାବନା

Published By : Prameya-News7 Bureau | June 30, 2018 IST

ରାଜ୍ୟରେ ମୌସୁମୀ ନିଷ୍କ୍ରିୟ | ତେବେ ୩ ତାରିଖରୁ ବର୍ଷା ହେବାର ସମ୍ଭାବନା ରହିଛି | ଆସନ୍ତାକାଲି ଠାରୁ କାଁ ଭାଁ ବର୍ଷା ହେବ | ୩ ତାରିଖରୁ ପ୍ରବଳ ବର୍ଷା ହେବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.