ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷ।

Published By : Prameya-News7 Bureau | August 18, 2019 IST

ସୁନ୍ଦରଗଡ଼  ୧୮/୮: ଗତକାଲି ରାତିରୁ ସୁନ୍ଦରଗଡ଼ ଜିଲ୍ଲାରେ ଲାଗି ରହିଛି ପ୍ରବଳ ବର୍ଷ। । ବର୍ଷା ଯୋଗୁଁ ଜୀବନ ଯାତ୍ରାରେ ବାଧା ସୃଷ୍ଟି ହୋଇଛି । ରାଉରକେଲା ସହରରେ ଲଗାତାର ବର୍ଷା ଜାରି ରହିଛି। ଲୋକେ ଘରୁ ବାହାରି ପାରୁନାହାନ୍ତି। ଗ୍ରାମାଚଂଳରେ ବର୍ଷ। ଯୋଗୁଁ ତଳିଆ ଅଚଂଳରେ ପାଣି ପଶିବା ସମ୍ବାବନା ରହିଛି ।

{"id":145606}

ହାତୀବାରୀ ଖାତମା ନାଳରେ ତିନି ଫୁଟର ପାଣି ଚାଲୁଛି । ଫଳରେ ଯାନ ବାହନ ବନ୍ଦ ଏବଂ କୁଆରମୁଣ୍ଡା ହାତିବାରୀ ବିଛିନ୍ନ ହୋଇପଡ଼ିଛି। ସେହିପରି ରାଉରକେଲା ବସ୍ତି ମାନଙ୍କରେ ବର୍ଷ। ପାଣି ପଶିବାର ସମ୍ବାବନା ରହିଥିବାବେଳେ ଶୀତଳପଡ଼ା ବସ୍ତିରେ  ବର୍ଷ। ପାଣିରେ ତିନୋଟି ମାଟି ଘରର କାନ୍ଥ ଭୁଷୁଡ଼ି ପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.