ଆସନ୍ତା ୫ରୁ ପ୍ରବଳ ବର୍ଷା ସମ୍ଭାବନା ; ଓଡିଶା ପାଇଁ ସତର୍କ ସୂଚନା ଜାରି
3/07/2018 at 7:08 AM

ପୁଣି ଲେଉଟିଲା ବର୍ଷା | ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଏକ ଘୁର୍ଣ୍ଣି ବଳୟ ସୃଷ୍ଟି ହୋଇଛି | ଏହାର ପ୍ରଭାବରେ ୫ ତାରିଖ ଠାରୁ ଦକ୍ଷିଣ ଓଡିଶାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବ | ୬ ତାରିଖ ଆଡକୁ ବର୍ଷା ପରିମାଣ ବଢିବା | ଓଡିଶାର ଅର୍ଦ୍ଧାଧିକ ଅଂଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନ ରହିଛି | ୫୦ ରୁ ୭୫ଟି ସ୍ଥାନରେ ବର୍ଷାର ପରିମାଣ ଅଧିକ ରହିବ | କିଛି ସ୍ଥାନରେ ୧୦ ସେ:ମି:ରୁ ଅଧିକ ବର୍ଷା ହେବାର ଆଶଙ୍କା ରହିଛି | ଏହାକୁ ଦୃଷ୍ଟିରେ ରଖି ଓଡିଶା ପାଇଁ ସତର୍କ ସୂଚନା ଜାରି କରିଛି ଭାରତୀୟ ପାଣିପାଗ ଭିଭାଗ | ପ୍ରତି ମୁହୂର୍ତ୍ତ ସଜାଗ ରହିବ ପାଇଁ ପରାମର୍ଶ ମଧ୍ୟ ଦିଆଯାଇଛି | ବନ୍ୟା ପରିସ୍ଥିତି ମଧ୍ୟ ସୃଷ୍ଟି ହେବାର ଆଶଙ୍କା ରହିଛି |
Related Posts
ହାରୁଛି କରୋନା, ଜିତୁଛି ଓଡ଼ିଶା: ସୁସ୍ଥ ହେଲେ ଆଉ ୨୨୦ ସଂକ୍ରମିତ
17 January 2021
୨୫ ହଜାର ପ୍ୟାକେଟ୍ ନକଲି ସର୍ଫ ଜବତ ମାମଲା, ୨ ବ୍ୟବସାୟୀ ଗିରଫ
17 January 2021