Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ରାଜ୍ୟରେ ୨୧ଯାଏଁ ବର୍ଷିବ ନିଆଁ

20/06/2018 at 5:08 AM

ରାଜ୍ୟରେ ୨୧ଯାଏଁ ବର୍ଷିବ ନିଆଁ । ଆହୁରି ୪୮ ଘଣ୍ଟା ଯାଏଁ ଆକାଶ ରୁ ନିଆଁ ବର୍ଷା ହେବ । ଓଡ଼ିଶାର ବିଭିନ୍ନ ସ୍ଥାନ ତାପାମତ୍ରା ୪୦ ଡିଗ୍ରୀ ଉପରେ ରହିବ । ତେବେ ଗେ।ଟିଏ ଦୁଇଟି ସ୍ଥାନରେ କାଳ ବୈଶାଖୀ ବର୍ଷା ହେ।ଇପାରେ । ଜୁନ ୨୨ ପରେ ତାତିରୁ ଆଶ୍ବସ୍ତି ମିଳିବ । ୨୩ରୁ ୨୫ ମଧ୍ୟରେ ଓଡ଼ିଶା ଉପକୂଳ ରେ ଘୁର୍ଣ୍ଣିବଳୟ ସୃଷ୍ଟି ହେବାର ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ୨୪ ବେଳକୁ ମୌସୁମୀ ପୁଣିଥରେ ସକ୍ରିୟ ହେବାର ସମ୍ଭାବନା ରହିଛି । ୫ ଦିନ ହେଲା ରାଜ୍ୟର କେତେକ ସ୍ଥାନରେ ଅସହ୍ୟ ତାତି ଅନୁଭୂତ ହେଉଛି ।

   Related Posts