Monday, September 16, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସାରା ରାଜ୍ୟରେ ନିଆଁ ବର୍ଷା

ରାଜ୍ୟର ବିଭିନ୍ନ ସହରରେ ତାତିର ପ୍ରକୋପ ବଢ଼ିବାରେ ଲାଗିଛି
ଗତକାଲି ୧୦ ସହରର ପାରଦ ୪୦ ଡିଗ୍ରୀ ଛୁଇଁଥିଲା
ସାରା ରାଜ୍ୟ ଗରମ ଓ ତାତି ଛଟପଟ ହଉଛି
ଭୁବନେଶ୍ୱର ତାପମାତ୍ରା ୪୧.୨ ଡିଗ୍ରୀ ଥିଲା
ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଆସନ୍ତା ୩ \୪ ଭିତରେ ଅଧିକାଂଶ ସହରର ତାପମାତ୍ରା ୨ ରୁ ୩ ଡିଗ୍ରୀ ବୃଦ୍ଧି ପାଇବ

698 Views

   ସମ୍ବନ୍ଧିତ ଖବର