Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ରାଜ୍ୟରେ ଆହୁରି ୨୪ଘଣ୍ଟା ଲାଗି ରହିବ ତାତି

17/04/2019 at 9:18 AM

ଭୁବନେଶ୍ବର ୧୭।୪: ରାଜ୍ୟରେ ଆହୁରି ୨୪ଘଣ୍ଟା ଲାଗି ରହିବ ତାତି । ଗତ ୨୪ ଘଣ୍ଟା ମଧ୍ୟରେ ୮ଟି ସହରର ୪୦ ଡିଗ୍ରୀ ଉପରେ ରହିଛି । ଭୁବନେଶ୍ବରରେ ସର୍ବାଧିକ ତାପମାତ୍ରା ୪୩.୭ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ସେହିଭଳି ତାଳଚେରରେ ୪୩, ଅନୁଗୋଳରେ ୪୨.୭, ଟିଟଲାଗଡରେ ୪୨, କଟକରେ ୪୧, ଝାରସୁଗୁଡାରେ ୪୦, ମାଲକାନଗିରିରେ ୪୦.୮, ଚାନ୍ଦବାଲିରେ ୪୦.୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ଶୁକ୍ରବାରଠାରୁ ୪ ଦିନ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ କାଳବୈଶାଖୀ ସମ୍ଭାବନା ରହିଛି ।

   Related Posts