Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ‘ଇତିହାସରେ ହୋଇଥିବା ଭୁଲଗୁଡିକୁ ଏବେ ସୁଧାରୁଛି ଭାରତ’, କଂଗ୍ରେସକୁ ଟାର୍ଗେଟ୍ କରି ବର୍ଷିଲେ ପ୍ରଧାନମନ୍ତ୍ରୀ ମୋଦି
  • ||
  • ରବିବାର ରାଜ୍ୟରେ ସୁସ୍ଥହେଲେ ଆଉ ୧୦,୮୪୧ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୫୩୨ ଜଣ ଡିସଚାର୍ଜ
  • ||
  • ଅଭିଯୁକ୍ତକୁ ଉଠାଇ ଆଣିବାରୁ ଥାନା ପରିସରରେ ତୁମୁଳକାଣ୍ଡ, ଗ୍ରାମବାସୀ ଓ ପୋଲିସ ମାରପିଟ
  • ||
  • ବିପୁଳ ପରିମାଣର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଭୁଶୁଡିଯିବ ଘାଘରା ପୋଲ ! ବିପଦରେ ଶହଶହ ଯାତ୍ରୀଙ୍କ ଜୀବନ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୦କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୫୨୦ କୋଭିଡ୍ ପଜିଟିଭ୍, ୧୨୦୪୬୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ କରୋନା ବେଲଗାମ୍ : ଆଉ ୧୩ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ଚର୍ଚ୍ଚାରେ ବଡପୋଖରୀଆ ପଞ୍ଚାୟତ : ପ୍ରତିଦ୍ୱନ୍ଦ୍ୱିତା ହେଲାନି, ନିର୍ଦ୍ୱନ୍ଦ୍ୱରେ ଚୟନ ହେଲେ ସରପଞ୍ଚ ଏବଂ ଓ୍ୱାର୍ଡ ମେମ୍ବର
  • ||
  • ରବିବାରଠୁ ବଢିବ ବର୍ଷା, ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||

ଭୋ ଭୋ ହୋଇ କାନ୍ଦିଲେ ତପସ୍ବିନୀ, SDJMଙ୍କ ଅନୁପସ୍ଥିତି ଯୋଗୁଁ ତଳ କୋର୍ଟରେ ହେଲା ଶୁଣାଣି: ସଖୀରେ ସେଣ୍ଟରରେ ରହିବାକୁ ନିର୍ଦ୍ଦେଶ

27/11/2021 at 10:04 PM

ବ୍ରହ୍ମପୁର ୨୭/୧୧ : କି ଖରା କି ଶୀତ ଦିନ ରାତିକୁ ଏକ କରି ନ୍ୟାୟ ପାଇବା ଆଶା ରଖି ପୀଡ଼ିତା ତପସ୍ୱିନୀ ଶ୍ବଶୁର ଘର ସାମ୍ନାରେ ଧାରଣାରେ ବସିଛନ୍ତି। ଆଜି ଧାରଣା ତାଙ୍କର ଷଷ୍ଠ ଦିନରେ ପହଂଚିଛି । ସେପଟେ ଆଜି ବ୍ରହ୍ମପୁର ଏସ୍‌ଡିଜେଏମ୍‌ କୋର୍ଟରେ ଏକ ପିଟିସନର ଶୁଣାଣି ପାଇଁ ପୀଡ଼ିତାଙ୍କୁ ୱାନ ଷ୍ଟପ୍ ସେଣ୍ଟର୍ର କର୍ମକର୍ତ୍ତା ପୋଲିସର ସୁରକ୍ଷାରେ କୋର୍ଟକୁ ଆଣିଥିଲେ । ତେବେ ବ୍ରହ୍ମପୁର SDJM ଆଜି ଛୁଟିରେ ଥିବାରୁ ଭାରପ୍ରାପ୍ତ ମାଜିଷ୍ଟ୍ରେଟ କୋର୍ଟରେ ତପସ୍ନିନୀଙ୍କ ସମେତ ତାଙ୍କ ସ୍ୱାମୀ ଓ ଶ୍ବଶୁର ହାଜର ହୋଇଥିଲେ। ଏହି ପ୍ରସଙ୍ଗରେ କୋର୍ଟ ଅନ୍ତରୀଣ ରାୟ ଶୁଣାଇଛନ୍ତି । ଦୁଇ ଦିନ ପର୍ଯ୍ୟନ୍ତ ୱାନ୍ ଷ୍ଟପ୍ ସେଣ୍ଟର୍ ସଖୀରେ ରହିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟଙ୍କ ଏଭଳି ନିର୍ଦ୍ଦେଶ ପରେ ବାହାରେ ପୀଡିତା ତପସ୍ବିନୀ ଭୋ ଭୋ ହୋଇ କାନ୍ଦି ପକାଇଥିଲେ। କୋର୍ଟଙ୍କ ରାୟକୁ ଗ୍ରହଣ କରିବୁ ବୋଲି ସମସ୍ତେ କହିଥିବା ବେଳେ ଆଗାମୀ ଶୁଣାଣି ଯାଏଁ ଅପେକ୍ଷା କରିବୁ କହିଛନ୍ତି ତପସ୍ବିନୀ ।

   Related Posts