ରାଜ୍ୟରେ ଘରୋଇ ମେଡିକାଲ ୨୪ ଘଣ୍ଟା ପାଇଁ ବନ୍ଦ
Published By : Prameya-News7 Bureau | May 25, 2018 IST
ରାଜ୍ୟରେ ଘରୋଇ ମେଡିକାଲ ୨୪ ଘଣ୍ଟା ବନ୍ଦ...ଓସିଇ ଆକ୍ଟରେ ସଂଶୋଧନ ଦାବିରେ ଅଲ୍ ଓଡ଼ିଶା ପ୍ରାଇଭେଟ୍ ମେଡିକାଲ୍ ଏଷ୍ଟାବ୍ଲିସମେଣ୍ଟ ଫୋରମର ଆନ୍ଦୋଳନ... ସମସ୍ୟାର ମୁକାବିଲା ଲାଗି ସରକାରୀ ଡାକ୍ତରଖାନାରେ ବ୍ୟବସ୍ଥା...