Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସମସ୍ୟା ଘେରରେ ବ୍ରହ୍ମପୁର ମେଡିକାଲ

2/06/2018 at 2:31 PM

ସମସ୍ୟା ଘେରରେ ବ୍ରହ୍ମପୁର ମେଡିକାଲ
ବ୍ୟାପକ ଅବ୍ୟବସ୍ଥା ଦେଇ ଗତି କରୁଛି ଏମକେସିଜି ମେଡିକାଲ
ଅଘୋଷିତ ବିଦ୍ୟୁତ କାଟ ସହିତ ଡାକ୍ତର ଅଭାବ
ଆଉଟଡୋରରେ ଘଣ୍ଟା ଘଣ୍ଟା ଅପେକ୍ଷା କରୁଛନ୍ତି ରୋଗୀ
ବିଭିନ୍ନ ମହଲରେ ଅସନ୍ତୋଷ ଦେଖା ଦେଇଛି

Leave a Reply

   Related Posts