Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ, ବ୍ରିଜ୍ ଉପରେ ଅଛି ଗାଡି ଓ ମୋବାଇଲ୍
  • ||
  • ଖୋର୍ଦ୍ଧା : ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ
  • ||
  • ଚାନ୍ଦବାଲି : ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଦେଢ ବର୍ଷର ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ୍ୟୁ
  • ||
  • ଭୁବନେଶ୍ବର : ମମିତା ଘଟଣାରେ ରାଜଧାନୀ ହୁଲସ୍ତୁଲ, ଡିସିପି ଅଫିସ୍ ଘେରାଉ ବେଳେ ବିଜେପି କର୍ମୀ ଓ ପୋଲିସ ଧସ୍ତାଧସ୍ତି
  • ||
  • ନୟାଗଡ : ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଜଗତସିଂହପୁର : ଷ୍ଟାଡିୟମ୍ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ
  • ||
  • କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ
  • ||
  • କଳାହାଣ୍ଡି : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା
  • ||
  • ଢେଙ୍କାନାଳ : ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ
  • ||

ଚିନ୍ତା ବଢାଉଛି ଭୁବନେଶ୍ୱର, ମୟୁରଭଞ୍ଜ : ଉପକୂଳ ୫ ଜିଲ୍ଲାରେ ଟ୍ରେସିଂ, ଟେଷ୍ଟିଂ, ଟ୍ରିଟମେଣ୍ଟକୁ ଗୁରୁତ୍ୱ

9/07/2021 at 12:27 PM

ଭୁବନେଶ୍ୱର ୯/୭: କିଛି ସ୍ଥାନରେ ସଂକ୍ରମଣ ଧୀରେ ଧୀରେ କମିବାରେ ଲାଗିଛି । ବେଳେ ବେଳେ ସଙ୍ଗେ ସଙ୍ଗେ ଖସି ପ୍ଲାଟୋ ଷ୍ଟେଜ କୁ ଆସେ । ବର୍ତ୍ତମାନ ହସ୍ପିଟାଲାଇଜେସନ କେସ କମ ଅଛି । ଚିନ୍ତା ବଢ଼ାଉଛି ଭୁବନେଶ୍ୱର ମୟୁରଭଞ୍ଜ । ଏହି ସ୍ଥାନରେ ସଂକ୍ରମଣ କମିବାର ନାଁ ନେଉନି । ଲୋକ ଟେଷ୍ଟ କରିବାକୁ ଆସୁଛନ୍ତି ଓ ପଜିଟିଭ ଚିହ୍ନଟ ହେଉଛନ୍ତି ।

ସଂକ୍ରମଣ ବଢ଼ୁନି କି ରୋଗୀ ଗୁରୁତର ହେଉ ନାହାନ୍ତି ଏହା ଆମ ପାଇଁ ଆଶ୍ୱସ୍ତିକର ଖବର । ଉପକୂଳ ୫ଜିଲ୍ଲାରେ ଟ୍ରେସିଂ, ଟେଷ୍ଟିଂ, ଟ୍ରିଟମେଣ୍ଟକୁ ଗୁରୁତ୍ୱ ଦିଆଯାଉଛି । ସଂକ୍ରମଣ କମୁନଥିବା ସ୍ଥାନରେ ସର୍ଭିଲେନ୍ସ ବଢ଼ାଯିବ । ଆଗକୁ ଟେଷ୍ଟିଂକୁ ମଧ୍ୟ ବଢ଼ାଯିବ । କେନ୍ଦ୍ରୀୟ ଟିମ ବିଭିନ୍ନ ସ୍ଥାନ ବୁଲୁଛନ୍ତି । ଆମେ ଯେଉଁ କାମ କରୁଚୁ ତାହାକୁ ତଦାରଖ କରୁଛନ୍ତି । ତୃତୀୟ ଲହର ପାଇଁ ଯେତିକି ମେଡିକାଲ ଅଛି ଯଥେଷ୍ଟ । ଆବଶ୍ୟକ ପଡିଲେ ନୂଆ ମେଡିକାଲ ହେବ ବୋଲି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

   Related Posts