Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||
  • ଆଫଗାନିସ୍ତାନ ପ୍ରସଙ୍ଗରେ ନଭେମ୍ୱରରେ ବସିବ ବୈଠକ : ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ ୩ ଦଳ ପ୍ରସ୍ତୁତ, ସଂରକ୍ଷଣ ତାଲିକା ପ୍ରକାଶ ପରେ ଗଦାଗଦା ଅଭିଯୋଗ
  • ||
  • ମନୀଷ ଅନୁରାଗ ମୃତ୍ୟୁ ମାମଲା : ରବିବାର ୩ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନର ଶୁଣାଣି
  • ||

ଜୁଲାଇ ଦ୍ବିତୀୟ ସପ୍ତାହରେ କମିଯିବ ସଂକ୍ରମଣ, ୧୦ ଜିଲ୍ଲାରେ ଟିକେ ସମୟ ଲାଗିବ : ସ୍ବାସ୍ଥ୍ୟ ନିର୍ଦ୍ଦେଶକ

2/07/2021 at 12:55 PM

ଭୁବନେଶ୍ବର ୨।୭: ଜୁଲାଇ ଦ୍ବିତୀୟ ସପ୍ତାହରେ ସଂକ୍ରମଣ କମିଯିବ ବୋଲି ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି । ୧୦ ଜିଲ୍ଲାରେ କମିବାକୁ ଟିକେ ସମୟ ଲାଗିବ । ବ୍ଲାକ୍ ଫଙ୍ଗସ୍ ଆମକୁ ନେଗେଟିଭଲି ଆଫେକ୍ଟ କରିନି । କରିବାର ସମ୍ଭାବନା କମ୍ । ଫଙ୍ଗସ୍ ସବୁବେଳେ ଅଛି । ଏହାକୁ କେବଳ କୋଭିଡ୍ ସହ ଯୋଡିବା ଠିକ୍ ନୁହଁ ।  ଇମ୍ୟୁନିଟି କମ୍ ରହିଲେ ଯେ କୌଣସି ଫଙ୍ଗସ୍ ଆଟାକ୍ କରିବ ।

ସେ ଆହୁରି କହିଛନ୍ତି ଯେ, ମେ’ ମାସରୁ ଆଜି ଯାଏଁ ଜେନମ୍ ସିକ୍ୟୁଏନ୍ସିଂରେ ଡେଲଟା ପ୍ଲସ୍ ବାହାରିନି । ସାମ୍ପଲର ୫ ପ୍ରତିଶତ କେବଳ ଜେନମ୍ ସିକ୍ୟୁଏନ୍ସିଂ ହୋଇଥାଏ ।  ଯେତେବେଳ ଯାଏଁ କୌଣସି ଅଞ୍ଚଳରେ ଦେଖା ଯାଇନାହିଁ ଆମେ ଆତଙ୍କିତ ହେବା ନାହିଁ । ‘ବି’ କାଟେଗୋରୀ ଜିଲ୍ଲା ପରିବେଶଜନିତ ସଂକ୍ରମଣ ଥିଲେ ଏହା ବ୍ୟାପିବ ।  ଯେଉଁ ଜାଗାରେ ଲୋକ ମାନୁନାହାନ୍ତି ସେଠାରେ ପ୍ରଶାସନ ଗୁରୁତର ଭାବେ ନେଉଛି । ରାଜ୍ୟକୁ ଭ୍ୟାକ୍ସିନ ଯଥେଷ୍ଟ ଆସୁ ନଥିବାରୁ ଟିକାରରଣ କରିପାରୁନୁ ।  ନୂଆ ଗୁରୁତର ରୋଗୀଙ୍କ ସଂଖ୍ୟା କମ୍ ରହିଛି ବୋଲି

   Related Posts