Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଜେଟ୍ ଅଧିବେଶନ: ଜାନୁଆରୀ ୩୧ରେ ରାଷ୍ଟ୍ରପତିଙ୍କ ଅଭିଭାଷଣ, ଫେବୃଆରୀ ୧ରେ ଉପସ୍ଥାପନ ହେବ ବଜେଟ୍
  • ||
  • IPL 2022: ନିଜ ଟିମ୍‌ର ନାମ ଘୋଷଣା କଲା ଲକ୍ଷ୍ନୌ ଫ୍ରାଞ୍ଚାଇଜି, ରଖିଲା ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ
  • ||
  • ରାଜ୍ୟରେ ସୁସ୍ଥହେଲେ ଆଉ ୧୦,୩୦୯ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୧୧୫ଜଣ ଡିସଚାର୍ଜ
  • ||
  • ରବିଚନ୍ଦ୍ରନ ଅଶ୍ବିନ ନିରାଶ, ଏହି ଖେଳାଳି ହେଲେ ‘ଟେଷ୍ଟ କ୍ରିକେଟର୍ ଅଫ୍‌ ଦି ଇୟର’
  • ||
  • ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୫କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୨୯୧ କୋଭିଡ୍ ପଜିଟିଭ୍, ୧୨୧୧୯୫୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଖଲ୍ଲିକୋଟ : ଅଟୋକୁ ପଛ ପଟୁ ଧକ୍କା ଦେଲା ଟ୍ରକ, ଜଣେ ମୃତ
  • ||
  • ଭୁବନେଶ୍ୱର : ୨୬ ଯାଏଁ ରାଜ୍ୟର କିଛି ସ୍ଥାନରେ କୋହଲା ପାଗ ସହ ବର୍ଷା, ସତର୍କ କଲା ପାଣିପାଗ ବିଭାଗ
  • ||
  • ଲମତାପୁଟ : ପାଡୁଆ ପୋଲିସକୁ ସଫଳତା, ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
  • ||

ଅମୃତ ହୋଇଥାଏ ମେଥି ପାଣି : ଏକ କପ୍ ପିଇଲେ ମିଳିବ ଅନେକ ଫାଇଦା

5/10/2019 at 12:36 PM

ଆପଣ ମେଥିର ନାଁ ତ ଶୁଣିଥିବେ,ମେଥି ଘରେ ଘରେ ମିଳିଯାଇଥାଏ। ଆପଣଙ୍କୁ ଜଣା ନଥିବ ଯେ ମେଥି ଖାଇବା ଦ୍ବାରା ଆମ ଶରୀରକୁ ଆଶ୍ଚର୍ଯ୍ୟକର ଲାଭ ମିଳିଥାଏ। ପ୍ରତିଦିନ ସକାଳେ ଏକ କପ୍ ମେଥି ପାଣି ପିଇବା ଦ୍ବାରା ଶରୀରକୁ ଘାତକ ରୋଗ କବଳରୁ ରକ୍ଷା କରାଯାଇପାରିବ। ମେଥିରେ ଆଣ୍ଟିଫ୍ଲାମେଟାରି ଏବଂ ଆଣ୍ଟିଅକ୍ସିଡାଣ୍ଟ ଗୁଣ ଭରି ରହିଥାଏ।

୧- ପ୍ରତିଦିନ ସକାଳେ ଖାଲି ପେଟରେ ଏକ କପ୍ ମେଥି ପାଣି ପିଇଲେ ଓଜନ ହ୍ରାସ ହେବ।

୨- ଯେଉଁ ବ୍ୟକ୍ତିଙ୍କୁ ଅମ୍ଳପିତ୍ତର ସମସ୍ୟା ରହିଥାଏ ସେମାନେ ପ୍ରତିଦିନ ଏକ କପ୍ ମେଥି ପାଣି ଖାଲି ପେଟରେ ପିଇବା ଉଚିତ୍। ଏଥିପାଇଁ ରାତିରେ ଏକ ଛୋଟ ଚାମଚ ମେଥି ଦାନାକୁ ପାଣିରେ ବତୁରାଇ ଦିଅନ୍ତୁ। ସକାଳେ ଖାଲି ପେଟରେ ଏହି ପାଣିକୁ ପିଇ ଦିଅନ୍ତୁ।

୩- ମଧୁମେହ ରୋଗୀଙ୍କ ପାଇଁ ମେଥି ପାଣି କୌଣସି ବରଦାନରୁ କମ୍ ହୋଇନଥାଏ। ଏପରି ରୋଗୀଙ୍କୁ ସକାଳେ ଏବଂ ସନ୍ଧ୍ୟାରେ ଖାଲି ପେଟରେ ମେଥି ପାଣି ପିଇବା ଉଚିତ୍।

୪- ମେଥି ପାଣି ତ୍ବଚା ସମ୍ବନ୍ଧିତ ରୋଗରୁ ମୁକ୍ତି ଦେଇଥାଏ। କାରଣ ମେଥି ପାଣିରେ ଆଣ୍ଟିଅକ୍ସିଡାଣ୍ଟ ରହିଥାଏ।

୫- ମେଥି ପାଣି ପିଇଲେ ଥଣ୍ଡା ଏବଂ କାଶରୁ ଆରାମ ମିଳିଥାଏ। ଏଥିରେ ଥିବା ଆଣ୍ଟିବ୍ୟାକ୍ଟେରିଆଲ୍ ଗୁଣ ଭାଇରାଲରୁ ମୁକ୍ତି ଦେଇଥାଏ।

୬- ଯେଉଁ ବ୍ୟକ୍ତିଙ୍କୁ ଉଚ୍ଚ ରକ୍ତଚାପ ହୋଇଥାଏ ତାଙ୍କୁ ମେଥି ସେବନ କରିବା ଜରରୁରୀ ହୋଇଥାଏ। ଏହା ଦ୍ବାରା ରକ୍ତ ସଞ୍ଚାଳନ ଠିକଭାବେ ହୋଇଥାଏ ଏବଂ ରକ୍ତଚାପରୁ ମୁକ୍ତି ମିଳିଥାଏ।

୭- ମେଥି ପାଣି ଦୁର୍ବଳ ହାଡ଼କୁ ମଜବୁତ କରିଥାଏ।

   Related Posts