Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ
  • ||
  • ମିର୍ଜାପୁରରେ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହଙ୍କ ବଡ଼ ବୟାନ, କହିଲେ- ପାକିସ୍ତାନ ଯିବାକୁ ଚାହୁଁଛି
  • ||
  • ରାଜନୀତିରେ ପ୍ରବେଶ କଲେ ସୁପରଷ୍ଟାର୍ ରଜନୀକାନ୍ତ
  • ||
  • ବଢିଲା LPG ସିଲିଣ୍ଡର ଦର ଏବେ ବିନା ସବସିଡି ଉପଭୋକ୍ତାଙ୍କୁ ଦେବାକୁ ପଡିବ ଅଧିକ ୫୦ଟଙ୍କା
  • ||
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||

ଲବଙ୍ଗରେ ଲୁଚି ରହିଛି ଅନେକ ଔଷଧୀୟ ଗୁଣ : ଜାଣନ୍ତୁ ଏହାର ଉପାଦେୟତା ବିଷୟରେ

13/11/2019 at 11:59 AM

ଲବଙ୍ଗ ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଏହା ଅନେକ ରୋଗ ପାଇଁ ଲାଭଦାୟକ ହୋଇଥାଏ। ଏଥିପାଇଁ ପ୍ରତିଦିନ ଲବଙ୍ଗ ଖାଇବା ଉଚିତ୍। ଭାରତର ଅଧିକାଂଶ ରୋଷେଇ ଘରେ ଲବଙ୍ଗ ମିଳିଯାଇଥାଏ। ଏଥିରେ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ବହୁତ ରହସ୍ୟ ଲୁଚି ରହିଥାଏ। ଅଳେଇଚ,ଜିରା,ଧନିଆଁ ତଥା ଲବଙ୍ଗ ଖାଇବା ଦ୍ବାରା ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ମିଳିଥାଏ। ତେବେ ଆସନ୍ତୁ ଜାଣିବା ଲବଙ୍ଗର ଫାଇଦା ବିଷୟରେ ଯାହା ଥଣ୍ଡା-କାଶ ଜ୍ବର ପାଇଁ ରାମବାଣ।

୧. ପାଚନ ପ୍ରକ୍ରିୟା ଠିକ୍ ରହିଥାଏ- ଲବଙ୍ଗ ସେବନ କରିବା ଦ୍ବାରା ପାଚନ ପ୍ରକ୍ରିୟା ଠିକଭାବେ ହୋଇଥାଏ।

୨. ଭୋକ ଲାଗିଥାଏ- ପେଟ ସମ୍ବନ୍ଧୀୟ ସମସ୍ୟା ଏବଂ ଭୋକ ନଲାଗୁଥିଲେ ଲବଙ୍ଗ ସେବନ କରନ୍ତୁ।

୩. ଠିକ୍ ହୋଇଯାଇଥାଏ ମୁହଁଛାଲି : ମୁହଁରେ ଛାଲ ପଡ଼ିଯାଇଥିଲେ ଲବଙ୍ଗ ଚୋବାଇଲେ ଫାଇଦା ମିଳିଥାଏ।

୪. ଥଣ୍ଡାଜ୍ବରରୁ ମିଳିଥାଏ ମୁକ୍ତି : ଥଣ୍ଡାଜ୍ବର ହେଲେ ଏକ ଗିଲାସ ପାଣିରେ ଗୋଟିଏ କିମ୍ବା ଦୁଇଟି ଲବଙ୍ଗ ମିଶାଇ ପିଇବା ଦ୍ବାରା ଆରାମ ମିଳିଥାଏ।

୫. ତଣ୍ଟିବ୍ୟଥା ଠିକ୍ ହୋଇଥାଏ : ତଣ୍ଟିବ୍ୟଥା ହେଲେ ଲବଙ୍ଗ ତେଲ ମାଲିସ୍ କରନ୍ତୁ। ଏହା ଦ୍ବାରା ଆରାମ ପାଇବେ।

୬. ଗାୟବ ହେବ ପାଟି ଦୁର୍ଗନ୍ଧ : ଲବଙ୍ଗକୁ ତାଳୁରେ ଜାକିବା ଦ୍ବାରା ପାଟିରେ ଦୁର୍ଗନ୍ଧ ହୋଇନଥାଏ।

୭. ଦୂର ହେବ ଦାନ୍ତବ୍ୟଥା : ଲେମ୍ବୁରସରେ ୨ଟି ଲବଙ୍ଗ ପେଶି ଖାଇଲେ ଦାନ୍ତବ୍ୟଥା ଭଲ ହୋଇଯିବ।

୮. ପେଟ ସମସ୍ୟାରୁ ମୁକ୍ତି ମିଳିବ : ପେଟରେ ଗ୍ୟାସ ହେଲେ ଏକ କପ୍ ଫୁଟୁଥିବା ପାଣିରେ ୨ଟି ଲବଙ୍ଗ ପକାନ୍ତୁ। ଥଣ୍ଡା ହେଲେ ଏହି ପାଣି ପିଇ ଦିଅନ୍ତୁ।

   Related Posts