Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୂକମ୍ପରେ ଥରିଲା ଋଷ୍ ଏବଂ ଆର୍ଜେଣ୍ଟିନାରେ, ରିକ୍ଟର ସ୍କେଲରେ ୬.୪ ଓ ୬.୩ ତୀବ୍ରତା
  • ||
  • କରୋନା କବଳରୁ ବର୍ତ୍ତିବା ପାଇଁ ଶ୍ରୀଲଙ୍କା ଜେଲ୍‌ରେ କଏଦୀଙ୍କ ଭୟଙ୍କର ଦଙ୍ଗା : ୮ମୃତ
  • ||
  • ନୂଆଦିଲ୍ଲୀ : ସନ୍ଦୀପ କଟାରିଆ ହେଲେ ବାଟା ଗ୍ଲୋବାଲର ସିଇଓ, ପ୍ରଥମ ଭାରତୀୟ ଭାବେ ମିଳିଲା ଦାୟିତ୍ୱ
  • ||
  • ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଉଡିଲା ଟାଟା ସୁମୋ, ୨ ଗୁରୁତର
  • ||

ସବୁଦିନ ରାତିରେ ନାଭିରେ ସୋରିଷ ତେଲ ଲଗାନ୍ତୁ :୧୫ଦିନରେ ଦେଖିବେ କମାଲ୍

17/05/2019 at 1:47 PM

କେତେକ ଲୋକ ଅଛନ୍ତି ଯେଉଁମାନେ ରାତିରେ ଶୋଇବାବେଳେ ସୋରିଷ ତେଲ ମାଲିସ୍ କରନ୍ତି ସେମାନଙ୍କ ସ୍ବାସ୍ଥ୍ୟ ଅନ୍ୟମାନଙ୍କ ତୁଳନାରେ ଭଲ ଥାଏ। କିନ୍ତୁ  ଆପଣ ଜାଣିଛନ୍ତି କି ଏହି ସୋରିଷ ତେଲକୁ ଯଦି ନାଭିରେ ଲଗାଇବେ ତେବେ ସ୍ବାସ୍ଥ୍ୟ ପକ୍ଷେ ଏହା ଆହୁରି ଭଲ ରହିବ। ଆସନ୍ତୁ ଜାଣିବା ଏହା ବିଷୟରେ

ନାଭିରେ ସୋରିଷ ତେଲ ଲଗାଇବା ଦ୍ବାରା ବିଭିନ୍ନ ପ୍ରକାରର ଫାଇଦା ହୋଇଥାଏ ଯାହା ଝିଅଙ୍କ ପାଇଁ ଅଧିକ ଲାଭଦାୟକ ହୋଇଥାଏ।

ପ୍ରତିଦିନ ରାତିରେ ନାଭିରେ ସୋରିଷ ତେଲ ଲଗାଇବା ଦ୍ବାରା ଓଠ ମୁଲାୟମ ହୋଇଥାଏ ଯାହା ଦ୍ବାରା ଫାଟିଥିବା ଓଠ ଆହୁରି ମୁଲାୟମ ହୋଇଥାଏ ଏବଂ ଅତ୍ୟନ୍ତ ଆକର୍ଷଣୀୟ ହୋଇଥାଏ। ଏଥିପାଇଁ ଝିଅମାନେ ପ୍ରତିଦିନ ରାତିରେ ନାଭିରେ ସୋରିଷ ତେଲ ଲଗାଇବା ଆବଶ୍ୟକ।

ଯଦି ଆପଣ ପ୍ରତିଦିନ ରାତିରେ ନାଭିରେ ସୋରିଷ ତେଲ ଲଗାଇବେ ତେବେ ଆପଣଙ୍କ ଶରୀରର ପାଚନଶକ୍ତି ମଜବୁତ ହୋଇଥାଏ। ଏହା ସହିତ ନାଭି​‌ରେ ସୋରିଷ ତେଲ ଲଗାଇଲେ ତ୍ବଚା ଜନିତ ସମସ୍ୟା ହୋଇନଥାଏ।

   Related Posts