କେତେକ ଲୋକ ଅଛନ୍ତି ଯେଉଁମାନେ ରାତିରେ ଶୋଇବାବେଳେ ସୋରିଷ ତେଲ ମାଲିସ୍ କରନ୍ତି ସେମାନଙ୍କ ସ୍ବାସ୍ଥ୍ୟ ଅନ୍ୟମାନଙ୍କ ତୁଳନାରେ ଭଲ ଥାଏ। କିନ୍ତୁ ଆପଣ ଜାଣିଛନ୍ତି କି ଏହି ସୋରିଷ ତେଲକୁ ଯଦି ନାଭିରେ ଲଗାଇବେ ତେବେ ସ୍ବାସ୍ଥ୍ୟ ପକ୍ଷେ ଏହା ଆହୁରି ଭଲ ରହିବ। ଆସନ୍ତୁ ଜାଣିବା ଏହା ବିଷୟରେ
{"id":112810,"width":602,"height":401}ନାଭିରେ ସୋରିଷ ତେଲ ଲଗାଇବା ଦ୍ବାରା ବିଭିନ୍ନ ପ୍ରକାରର ଫାଇଦା ହୋଇଥାଏ ଯାହା ଝିଅଙ୍କ ପାଇଁ ଅଧିକ ଲାଭଦାୟକ ହୋଇଥାଏ।
{"id":112811,"width":594,"height":381}ପ୍ରତିଦିନ ରାତିରେ ନାଭିରେ ସୋରିଷ ତେଲ ଲଗାଇବା ଦ୍ବାରା ଓଠ ମୁଲାୟମ ହୋଇଥାଏ ଯାହା ଦ୍ବାରା ଫାଟିଥିବା ଓଠ ଆହୁରି ମୁଲାୟମ ହୋଇଥାଏ ଏବଂ ଅତ୍ୟନ୍ତ ଆକର୍ଷଣୀୟ ହୋଇଥାଏ। ଏଥିପାଇଁ ଝିଅମାନେ ପ୍ରତିଦିନ ରାତିରେ ନାଭିରେ ସୋରିଷ ତେଲ ଲଗାଇବା ଆବଶ୍ୟକ।
{"id":112812,"width":595,"height":446}ଯଦି ଆପଣ ପ୍ରତିଦିନ ରାତିରେ ନାଭିରେ ସୋରିଷ ତେଲ ଲଗାଇବେ ତେବେ ଆପଣଙ୍କ ଶରୀରର ପାଚନଶକ୍ତି ମଜବୁତ ହୋଇଥାଏ। ଏହା ସହିତ ନାଭିରେ ସୋରିଷ ତେଲ ଲଗାଇଲେ ତ୍ବଚା ଜନିତ ସମସ୍ୟା ହୋଇନଥାଏ।
{"id":112816,"width":596,"height":380}