ଜନତା ମୈଦାନରେ ଅନୁଷ୍ଠିତ ହେବ ହେଲ୍ଥ ବ୍ୟୁଟି ଏକ୍ସପୋ
Published By : Prameya-News7 Bureau | May 15, 2018 IST
ଜନତା ମୈଦାନରେ ଅନୁଷ୍ଠିତ ହେବ ହେଲ୍ଥ ବ୍ୟୁଟି ଏକ୍ସପୋ
ରାଜଧାନୀ ଜନତା ମୈଦାନରେ ଅନୁଷ୍ଠିତ ହେବ ଫର୍ଣ୍ଣିଚର ଈଂଟରିୟର ଏକ୍ସପୋ ଓ ହେଲ୍ଥ ବ୍ୟୁଟି ଏକ୍ସପୋ
୧୮ ରୁ ୨୨ ଯାଏଁ ଚାଲିବ ହେଲ୍ଥ ବ୍ୟୁଟି ଏକ୍ସପୋ
ଦେଶ ବିଦେଶର ବିଭିନ୍ନ କୁଶଳୀ କାରିଗରମାନେ ଘର ସାଜସଜ୍ଜା ସାମଗ୍ରୀ ପ୍ରଦର୍ଶନ କରାଇବେ