Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଞ୍ଚାୟତ ନିର୍ବାଚନ ପୂର୍ବରୁ ହିଂସା ! ସମିତି ସଭ୍ୟାଙ୍କ ଗାଡି ଜାଳିଦେଲେ ଦୁର୍ବୃତ୍ତ
  • ||
  • ମହିଳାଙ୍କ ଦେହରେ ନିଆଁ ଲଗାଇ ଦେଲେ ଧରମ ଭାଇ ! ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
  • ||
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||
  • ଖୋଲିଲା ଶିମିଳିପାଳ, ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର
  • ||
  • ଆଉ ନାହାଁନ୍ତି ପଦ୍ମଶ୍ରୀ ଶାନ୍ତିଦେବୀ, ୮୮ ବର୍ଷ ବୟସରେ ପରଲୋକ
  • ||
  • କଥକ ସମ୍ରାଟ ବିରଜୁ ମହାରାଜଙ୍କ ପରଲୋକ, ୮୩ ବର୍ଷ ବୟସରେ ଦେହାନ୍ତ
  • ||
  • ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ସୋମବାରଠୁ ଦାଖଲ ହେବ ପ୍ରାର୍ଥୀପତ୍ର, କରୋନା କଟକଣାରେ ସରିବ ପୁରା ପ୍ରକ୍ରିୟା
  • ||

ବାରମ୍ବାର ମୁଣ୍ଡ ବିନ୍ଧିବା ଏହି ରୋଗର ସଂକେତ

23/09/2019 at 9:24 AM

ଆଜିକାଲି ଅନେକ ଲୋକ ମୁଣ୍ଡ ବିନ୍ଧା ସମସ୍ୟାର ସାମ୍ନା କରୁଛନ୍ତି। ବାରମ୍ବାର ମୁଣ୍ଡ ବିନ୍ଧିବା କାରଣରୁ ଲୋକେ ଅନେକ ସମସ୍ୟାର ସାମ୍ନା କରନ୍ତି ତଥା ସେମାନଙ୍କ ମାନସିକ ସ୍ଥିତି ମଧ୍ୟ ଧିରେ ଧିରେ ଖରାପ ହୋଇଯାଏ। ହେଲେ ମୁଣ୍ଡ ବିନ୍ଧା କୌଣସି ରୋଗର ସଂକେତ ହୋଇଥାଏ ଯାହା ଅଧିକାଂଶ ଲୋକେ ଜାଣିପାରନ୍ତି ନାହିଁ।

ମାଇଗ୍ରେନ ରୋଗ- ଯଦି କୌଣସି ବ୍ୟକ୍ତିଙ୍କର ବାରମ୍ବାର ମୁଣ୍ଡ ବିନ୍ଧିବା ସମସ୍ୟା ରହିଛି ତାସହ  ତାଙ୍କ ଶରୀରରେ ଥକାପଣ ଦେଖିବାକୁ ମିଳେ। ଏହା ମାଇଗ୍ରେନ ରୋଗର ସଂକେତ । ଏଥିପାଇଁ ଏହି ସଂକେତକୁ ଗୁରୁତ୍ବ ଦେବା ଉଚିତ୍‌। କାରଣ ଏହାକୁ ଅଣଦେଖା କଲେ ମୁଣ୍ଡ ଫୁଲିଯାଏ। ଫଳରେ ମୁଣ୍ଡରେ ଥିବା ସେଲ୍‌ସ ଦୁର୍ବଳ ହୋଇଥାଏ ଓ ରକ୍ତ ସଂଞ୍ଚାଳନ ଠିକ୍‌ ଭାବେ ହୋଇ ନ ଥାଏ। ଏହାର ପ୍ରଭାବ ସ୍ମରଣ ଶକ୍ତି ଉପରେ ପଡିପାରେ। ସେଥିପାଇଁ ମୁଣ୍ଡ ବିନ୍ଧାକୁ ଏକ ସାମାନ୍ୟ ଜିନିଷ କହି ଛାଡିବା ଅନୁଚିତ୍‌। ଲଗାତାର ଭାବେ ମୁଣ୍ଡ ବିନ୍ଧା ସମସ୍ୟାର ସାମ୍ନା କଲେ ତୁରନ୍ତ ଡାକ୍ତରଙ୍କୁ ଯୋଗାଯୋଗ କରିବା ଜରୁରୀ।

ଯଦି କାହାକୁ ମାଇଗ୍ରେନର ସମସ୍ୟା ଅଛି ତାହେଲେ ପ୍ରତିଦିନ ସକାଳେ ମେଡିଟେସନ କରିବା ଉଚିତ୍‌। ଏହା ଦ୍ବାରା ରକ୍ତ ସଞ୍ଚାଳନ ଭଲ ଭାବେ ହୋଇଥାଏ। ଫଳରେ ମାଇଗ୍ରେନ ସମସ୍ୟା ଧିରେ ଧିରେ ଦୂର ହୋଇଥାଏ। ଏହା ବ୍ୟତୀତ ସକାଳେ ଉଠି ପ୍ରତିଦିନ ଚାଲିବା ଉଚିତ୍‌। ଯାହା ସମ୍ପୂର୍ଣ୍ଣ ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ।

 

   Related Posts