Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ଅଗଷ୍ଟ୧୫ ତାରିଖ ରାତିରେ ବି ସ୍କୁଲରେ ଉଡୁଥିଲା ତ୍ରିରଙ୍ଗା: ପ୍ରଧାନ ଶିକ୍ଷକ ନିଲମ୍ବିତ

18/08/2019 at 1:59 PM

ବାଲେଶ୍ବର୧୮|୮: ବାଲେଶ୍ବର ବାଲିଆପାଳ ବ୍ଲକ ଅଳାଡ଼ହା ଗ୍ରାମ ପଂଚାୟତର ଶରାଡ଼ହା ପ୍ରାଇମେରି ସ୍କୁଲରେ ଏକ ଅଭାବନୀୟ ଘଟଣା ଘଟିଛି । ଅଗଷ୍ଟ ୧୫ଦିନ ରାତିରେ ମଧ୍ୟ ଏହି ସ୍କୁଲରେ ଜାତୀୟ ପତାକା ଉଡ଼ୁଥିଲା । ଏହି ଖବର ଗଣମାଧ୍ୟମରେ ମଧ୍ୟ ପ୍ରସାରିତ ହୋଇଥିଲା ।

ଏହି ଘଟଣାରେ ବ୍ଲକ ଶିକ୍ଷା ଅଧତ୍କାରୀ ନାରାୟଣ ଦାସ ସ୍କୁଲର ପ୍ରଧାନ ଶିକ୍ଷକ ଅନନ୍ତ କୁମାର ଦଳାଇଙ୍କୁ ଚାକିରୀରୁ ନିଲମ୍ବନ କରିଛନ୍ତି । ରାତିରେ ଜାତୀୟ ପତକା ଉଡିବା ଜାତୀୟ ପତାକାକୁ ଅସମ୍ମାନ ବୋଲି ବିବେଚନା କରାଯାଏ ।   

   Related Posts