Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଦ୍ମ ସମ୍ମାନ ଘୋଷଣା: ୩ଟି ବର୍ଗରେ ମୋଟ ୧୧୯ ଜଣ ପାଇବେ ସମ୍ମାନ
  • ||
  • ବଜେଟ୍‌ ଡେ’ରେ ପାର୍ଲାମେଣ୍ଟ ଚଲୋ: ଆନ୍ଦୋଳନକାରୀ କୃଷକ ଦେଲେ ଡାକରା
  • ||
  • ଚିନ୍ତା ବଢାଇଲେଣି କୁଲଡିହା ହାତୀପଲ, ନଷ୍ଟ କରୁଛନ୍ତି ବ୍ୟାପକ ଫସଲ
  • ||
  • ଭୁବନେଶ୍ବର : ଫେବୃଆରୀ ୧୪ରୁ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ
  • ||
  • ଅନୁଗୋଳ : ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ମା’ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୪୩୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ବ୍ରହ୍ମପୁର : ଟ୍ରାକ୍ଟର ସହ ବାଇକ୍ ଧକ୍କା, ଜଣେ ମୃତ, ୨ ଶ୍ରମିକ ଗୁରୁତର
  • ||
  • ଆନନ୍ଦପୁର : ଧାନ ଡୋଲି ଓଲଟିପଡି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୨୦୩ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ବରଗଡ : ଭିଜିଲାନ୍ସ ଜାଲରେ ବରଗଡ ଜିଲ୍ଲା ଭଟଲି ବ୍ଲକ୍ କେଲେଙ୍ଗାପାଲିର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ
  • ||

ଭାରତୀୟ ଇତିହାସରେ ପ୍ରଥମ, ସଫଳତାର ଶିଖରରେ HDFC ବ୍ୟାଙ୍କ

25/11/2020 at 4:14 PM

ନୂଆଦିଲ୍ଲୀ ୨୫/୧୧: ଦେଶର ପ୍ରାଇଭେଟ୍‌ ସ୍କେଟରରେ ଏଚଡିଏଫ୍‌ସି ବ୍ୟାଙ୍କକୁ ବଡ଼ ସଫଳତା ମିଳିଛି। ଏଚଡିଏଫ୍‌ସିର ମାର୍କେଟ କ୍ୟାପିଟାଲ୍‌ର ବୃଦ୍ଧି ରେକର୍ଡ ସୃଷ୍ଟି କରିଛି। ଭାରତୀୟ ଇତିହାସରେ ଏଭଳି ପ୍ରଥମ ଥର ଦେଖିବାକୁ ମିଳିଛି। ଏଚଡିଏଫ୍‌ସିର ମାର୍କେଟ୍‌ କ୍ୟାପ୍‌ ୮ ଲକ୍ଷ କୋଟି ପାର କରିଥିବା ସୂଚନା ମିଳିଛି।

ଭାରତ ଇତିହାସରେ ଏଭଳି ପ୍ରଥମ ଥର କରି ଦେଖାଇଛି ଏଚଡିଏଫସି । ଏହାର ଅର୍ଥ ଏଚଡିଏଫ୍‌ସି ବ୍ୟାଙ୍କ ଭାରତର ସବୁଠୁ ମୂଲ୍ୟବାନ ବ୍ୟାଙ୍କ ଭାବେ ଏକ ନୂଆ ଶିଖରରେ ପହଞ୍ଚିଛି। ଏହା ସହ ମାର୍କେଟ କ୍ୟାପିଟାଲ୍‌ ମାମଲାରେ ଦେଶର ତୃତୀୟ ମୂଲ୍ୟବାନ କମ୍ପାନୀ ଏଚଡିଏଫ୍‌ସି ବ୍ୟାଙ୍କ।

ତେବେ ମାର୍କେଟ କ୍ୟାପ୍‌ ଲିଷ୍ଟର ପ୍ରଥମ ସ୍ଥାନରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ (ଆରଆଇଏଲ୍‌) ରହିଥିବା ବେଳେ ଦ୍ବିତୀୟ ସ୍ଥାନରେ ଟାଟା କନସଲଟାନ୍ସି ସର୍ଭିସେସ୍‌ (ଟିସିଏସ୍‌) ରହିଛି। ଏବେ ସୁଦ୍ଧା ଏଚଡିଏଫ୍‌ସି ବ୍ୟାଙ୍କର ଶେୟାରରେ ୧୫ ପ୍ରତିଶତରୁ ଅଧିକ ହାରରେ ବୃଦ୍ଧି ଘଟିଛି।

   Related Posts