ଭୁବନେଶ୍ବରର ଜୟଦେବ ବିହାରରେ ଖୋଲିଲା ଏଚସିଜି କ୍ୟାନସର କେୟାର ସେଣ୍ଟର

Published By : Prameya-News7 Bureau | July 31, 2019 IST

ଭୁବନେଶ୍ବର ୩୧/୭: ଭୁବନେଶ୍ବରରେ ଜୟଦେବ ବିହାରରେ ଖୋଲିଲା  ଏଚସିଜି କ୍ୟାନସର କେୟାର ସେଣ୍ଟର। କ୍ୟାନସର ରୋଗର ନିରାକରଣ ପାଇଁ ଚିକିତ୍ସା ସୁବିଧା  ସହଜରେ  ଉପଲବ୍ଧ କରିବା ଲକ୍ଷରେ  ଏହି  ଡେ କେୟାର ​ସେଣ୍ଟର ଶୁଭାରମ୍ଭ କରାଯାଇଛି।

{"id":139347}

ଏହି ସେଣ୍ଟରରେ  ଅଙ୍କୋଲୋଜି ବିଶେଷଜ୍ଞଙ୍କ  ସହ କ୍ୟାନସର  ଚିହ୍ପଟ ପାଇଁ  ଆବଶ୍ୟକୀୟ ଡାଇଗ୍ଲୋଷ୍ଟିକ ​‌ ​‌​‌ସେବା ଯୋଗାଇ  ଦିଆଯିବ। କ୍ୟାନସର ପିଡିତଙ୍କୁ କେମୋଥେରାପି  ସହ କ୍ୟାନସର  ସମ୍ବନ୍ଧୀୟ ସମସ୍ତ  ଚିକିତ୍ସା  ମିଳିପାରିବ। ଏହି ଅବସରରେ କ୍ୟାନସର  ବିଶେଷଜ୍ଞ  ଡାକ୍ତର କୃପାସିନ୍ଧୁ ପଣ୍ଡାଙ୍କ  ସହ ଏଚସିଜି କ୍ୟାନସର କେୟାର ସେଣ୍ଟରର  ବହୁ ବରିଷ୍ଠ  କ୍ୟାନସର ବିଶେଷଜ୍ଞ ଉପସ୍ଥିତ ଥିଲେ ।

{"id":139348}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.