Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||

ଭୁବନେଶ୍ବରର ଜୟଦେବ ବିହାରରେ ଖୋଲିଲା ଏଚସିଜି କ୍ୟାନସର କେୟାର ସେଣ୍ଟର

31/07/2019 at 5:51 PM

ଭୁବନେଶ୍ବର ୩୧/୭: ଭୁବନେଶ୍ବରରେ ଜୟଦେବ ବିହାରରେ ଖୋଲିଲା  ଏଚସିଜି କ୍ୟାନସର କେୟାର ସେଣ୍ଟର। କ୍ୟାନସର ରୋଗର ନିରାକରଣ ପାଇଁ ଚିକିତ୍ସା ସୁବିଧା  ସହଜରେ  ଉପଲବ୍ଧ କରିବା ଲକ୍ଷରେ  ଏହି  ଡେ କେୟାର ​ସେଣ୍ଟର ଶୁଭାରମ୍ଭ କରାଯାଇଛି।

ଏହି ସେଣ୍ଟରରେ  ଅଙ୍କୋଲୋଜି ବିଶେଷଜ୍ଞଙ୍କ  ସହ କ୍ୟାନସର  ଚିହ୍ପଟ ପାଇଁ  ଆବଶ୍ୟକୀୟ ଡାଇଗ୍ଲୋଷ୍ଟିକ ​‌ ​‌​‌ସେବା ଯୋଗାଇ  ଦିଆଯିବ। କ୍ୟାନସର ପିଡିତଙ୍କୁ କେମୋଥେରାପି  ସହ କ୍ୟାନସର  ସମ୍ବନ୍ଧୀୟ ସମସ୍ତ  ଚିକିତ୍ସା  ମିଳିପାରିବ। ଏହି ଅବସରରେ କ୍ୟାନସର  ବିଶେଷଜ୍ଞ  ଡାକ୍ତର କୃପାସିନ୍ଧୁ ପଣ୍ଡାଙ୍କ  ସହ ଏଚସିଜି କ୍ୟାନସର କେୟାର ସେଣ୍ଟରର  ବହୁ ବରିଷ୍ଠ  କ୍ୟାନସର ବିଶେଷଜ୍ଞ ଉପସ୍ଥିତ ଥିଲେ ।

   Related Posts